ଓଡିଶା

ପାଣିରେ ବୁଡି ରହୁଛି ସହସ୍ରାଧିକ ଏକର ଚାଷଜମି: ଉଜୁଡି ଯାଉଛି ବର୍ଷ ବର୍ଷର ଆହାର…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ଅନ୍ତର୍ଗତ କଟକସଦର ଓ ସାଲେପୁର ନିର୍ବାଚନ ମଣ୍ଡଳୀର ଅନ୍ୟୁନ ସାତ ଆଠଟି ଗ୍ରାମର ସହସ୍ରାଧିକ ଏକର ଚାଷଜମି ଦୀର୍ଘ ୧୫ ବର୍ଷ ହେବ ପାଣିରେ ବୁଡିରହି କୌଣସି ଫସଲ ହୋଇପାରୁନାହିଁ । ଦ୍ୱିପାଞ୍ଚଳର ମାରଡ଼ା, ବଳରାମପୁର, ତିଳଦା, ସାରଡ଼ା, ବୋଇଲ ଆଦି ମୌଜାର ଉଦବୃତ୍ତ ଜଳରାଶି ମାରଡ଼ା ଗ୍ରାମରେ ଥିବା କଲଭଟ ମଧ୍ୟଦେଇ ଚିତ୍ରୋତ୍ପଳା ନଦୀକୁ ନିଷ୍କାସିତ ହୋଇଥାଏ । ମାତ୍ର କେନାଲ ନିର୍ମାଣ ହେବାଦ୍ୱାରା […]

ଓଡିଶା

ବର୍ଷା ପରେ ଛତିଶଗଡର ମନମାନି । ହୀରାକୁଦକୁ ପଶୁଛି ୭୯ ହଜାର କ୍ୟୁସେକ୍ ପାଣି

ସମ୍ବଲପୁର : ପୁଣି ଛତିଶଗଡ଼ ତାର ମନମାନି ଦେଖାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼ କଲମା ବ୍ୟାରେଜର ୬୪ଟି ଗେଟ୍ ଖୋଲି ଦେଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି । ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୭୯ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ତେବେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩. ୬୭ ଫୁଟ୍ ପାର କରିଛି । ପ୍ରତିବର୍ଷ ମୌସୁମୀ ସମୟରେ ଛତିଶଗଡ଼ ଏଭଳି ମନମାନି କରିଥାଏ […]