ଶିଶୁ ମହୋତ୍ସବ ‘ମହକ’ କାର୍ଯ୍ୟକ୍ରମ ଅନୁଷ୍ଠିତ..
ଗଜପତି : ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଶିଶୁ ମହୋତ୍ସବ ‘ମହକ’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଞ୍ଚ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଡ଼େ ଷ୍ଟାର ହୋମ୍, ଜରାଉ, ମୋହନା, ଶ୍ରୀ ଜଗନ୍ନାଥ ନିକେତନ, ରା.ସିତାପୁର, ନିସାନ ସାଲୋମ, ଗୁମ୍ମା, ଉତ୍କଳ ବାଳାଶ୍ରମ ଓ ପ୍ରାଉଡ଼, ବି.ସୀତାପୁର ଅନୁଷ୍ଠାନର 100 ରୁ ଉର୍ଦ୍ଧ୍ବ ଶିଶୁ ଭାଗ ନେଇଥିଲେ । ଆୟୋଜିତ ସମାରୋହକୁ ମୁଖ୍ୟ ଅତିଥି ଭାବେ […]