ଓଡିଶା

ଗୋରୁ ବୋଝେଇ ପିକଅପ୍ ସହ ତିନି ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ମାଫିଆ ଗିରଫ…

ପୂର୍ବରୁ ଗୁଳିଚାଳନା କରି ଆତଙ୍କ ସୃଷ୍ଟି କରିଥିବା ଅପରାଧ ସନ୍ଦେହଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ତିନି ଗୋରୁ ମାଫିଆଙ୍କୁ କାବୁ କରିବା ସହ ୧୮ ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ୍ । ଏହି ଘଟଣାରେ ଏକ ପିକଅପ ଭ୍ୟାନ ଓ ଏକ ଥର ଗାଡି ଜବତ କରିଥିବା ଜଣା ପଡ଼ିଛି । ଗୋରୁ ମାଫିଆମାନେ ହିନ୍ଦୋଳ ଥାନା ଅନ୍ତର୍ଗତ ମହାଲୁଣ୍ଡା […]

ଓଡିଶା

ହିନ୍ଦୋଳରେ ଚାଲିଛି ମାଫିଆ ରାଜ୍ । ମାଫିଆ ଓ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସନ୍ଦେହ ।

ଢେଙ୍କାନାଳ : ହିନ୍ଦୋଳରେ ଚାଲିଛି ମାଫିଆ ରାଜ୍ । ଦିନ ରାତି ପାହଡ କାଟି ବେଆଇନ୍ ମୋରମ୍ ଚାଲାଣ କରୁଛନ୍ତି ମୋରମ୍ ମାଫିଆ । ବେଆଇନ ମାଟି ଖନନ ହେଉଥିବା ସ୍ଥାନରୁ ତହସିଲଦାରଙ୍କ କାର୍ଯ୍ୟାଳୟ ଏବଂ ବନ୍ୟ ବିଭାଗ ତଥା ମୃତ୍ତିକା ସଂରକ୍ଷଣ ବିଭାଗର କାର୍ଯ୍ୟାଳୟ ଅନତୀଦୂର । ମାତ୍ର ସବୁ ଜାଣି ନିଦାବିଷ୍ଣୁ ସାଜିଛନ୍ତି ପ୍ରଶାସନିକ ଅଧିକାରୀ । ଏଠି ପ୍ରଶ୍ନ ମାଫିଆଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପ୍ରଶାସନ । ମାଫିଆ ଓ […]