ଓଡିଶା କଳା ସଂସ୍କୃତି

ମଧୁ ସ୍ମୃତିପୀଠ ପରିଦର୍ଶନ କଲେ ୫ଟି ସଚିବ । ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା ମାଧ୍ୟମରେ ପ୍ରଚାର ହେବ ମଧୁବାବୁଙ୍କ ଗୌରବର ଗାଥା

କଟକ : ପବିତ୍ର ଉତ୍କଳ ଦିବସ ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନ ସତ୍ୟଭାମାପୁରରେ ପହଂଚି ମଧୁ ସ୍ମୃତିପୀଠ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ମଧୁବାବୁଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ସମଗ୍ର ପୀଠ ପରିଦର୍ଶନ କରିଛନ୍ତି । ତାଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରଥମେ ମାନଚିତ୍ର ମାଧ୍ୟମରେ ପୀଠର ଅବସ୍ଥିତି ଓ ଇତିହାସ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ପରେ ପୀଠ ପରିସରରେ ଥିବା ସଂଗ୍ରାଳୟ […]