ଓଡିଶା କଳା ସଂସ୍କୃତି

ଉତ୍କଳ ଗୌରବଙ୍କ ସ୍ମୃତିର ସୁରକ୍ଷା ପାଇଁ ଦିନଟିଏ ବାହାର କରନ୍ତୁ: ମଧୁସ୍ମୃତି ସୁରକ୍ଷା ମଞ୍ଚର ଆହ୍ବାନ

ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ମଧୁବାବୁଙ୍କ ସମାଧି ପୀଠରେ ନିତ୍ୟ ପୂଜ୍ୟପୂଜା ଉପଲକ୍ଷେ ଯୋଗ ଦେଇଥିଲେ ସତ୍ୟଭାମାପୁର ଅଂଚଳର ଗୀତିରଞ୍ଜନ ତ୍ରିପାଠୀ । ସେ ମଧୁବାବୁଙ୍କ ସମାଧି ପୀଠରେ 1750 ଗଙ୍ଗ ଶିଉଳି ଫୁଲରେ ମଧୁବାବୁ ପ୍ରଣାମ ବୋଲି ଲେଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧିପୀଠରେ ନିତ୍ୟ ପୂଜ୍ୟପୂଜା ଆୟୋଜିତ ହେବା ସହ ସମାଧିପୀଠରେ ପୁଷ୍ପମାଲ୍ୟାର୍ପଣ କରାଯାଉଛି ।   ମଧୁବାବୁ ହେଲେ ଓଡ଼ିଆ ଜାତିର ପ୍ରଥମ […]