ଖୋଲିଲା ‘ମଧୁକୁଞ୍ଜ ଗୋଲ୍ଡ ଏବଂ ଡାଇମଣ୍ଡସ୍ ଜୁଏଲରୀ’ର ତୃତୀୟ ଷ୍ଟୋର…
ଭୁବନେଶ୍ୱର : ଭୁବନେଶ୍ୱରର ଜନପଥରେ ଖୋଲିଲା ‘ମଧୁକୁଞ୍ଜ ଗୋଲ୍ଡ ଏବଂ ଡାଇମଣ୍ଡସ୍ ଜୁଏଲରୀ’ର ନୂଆ ଆଉଟଲେଟ୍ । ଓଡିଶାରେ ଏହା ହେଉଛି ମଧୁକୁଞ୍ଜର ତୃତୀୟ ଷ୍ଟୋର୍ । ଷ୍ଟୋର ଉଦଘାଟନୀ ଉତ୍ସବରେ ଜଣାଶୁଣା ଓଲିଉଡର ସେଲିବ୍ରିଟି ବାବୁସାନ୍, ଏଲିନା, ଆକାଶ ଏବଂ ରାଜନେତାଙ୍କ ସହ ମଧୁକୁଞ୍ଜ ଗୋଲ୍ଡ ଏବଂ ଡାଇମଣ୍ଡସ୍ ଜୁଏଲରୀର ନିର୍ଦେଶକ ସଜନ ଅଗ୍ରୱାଲ ଉପସ୍ଥିତ ରହିଥିଲେ ।