୧୯୮୫ ମସିହାର ରେକର୍ଡ ବ୍ରେକ୍ କରିବାକୁ ଯାଉଛି ବିଜେପି !
ଗୁଜରାଟରେ ଭୋଟ ଗଣତି ଯେମିତି ଆଗେଇ ଚାଲିଛି ସେମିତି ରାଜନୈତିକ ଦଳ ମଧ୍ୟରେ ହାରଜିତକୁ ନେଇ କ୍ରେଜ ବି ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କିଛି ସ୍ଥାନରେ ଭୋଟ ଗଣତି ଶେଷ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଗଣତି ଶେଷ ପର୍ୟ୍ୟାୟରେ ପହଞ୍ଚି । ଏବେ ପର୍ୟ୍ୟନ୍ତ ସାମ୍ନାକୁ ଆସିଥିବା ରେଜଲ୍ଟ ଅନୁସାରେ, ଗୁଜରାଟର ୧୮୨ଟି ବିଧାନସଭା ଆସନରୁ ବିଜେପି ୧୫୮ ସ୍ଥାନରେ ଲିଡ୍ କରୁଛି । ଚଳିତଥର ଗୁଜୁରାଟରେ ବିଜେପି ରେକର୍ଡ ଆସନରେ […]