ଓଡିଶା କଳା ସଂସ୍କୃତି

ଆଜି ହେଉଛି ନବରାତ୍ରର ଚତୁର୍ଥ ଦିନ । ଏହିଦିନ ଦେବୀଙ୍କ ସ୍ବରୂପ ହେଉଛି କୁଷ୍ମାଣ୍ଡା

ନବରାତ୍ରି ପୂଜା ୪ର୍ଥ ଦିନର କୁଷ୍ମାଣ୍ଡାଙ୍କ ପୂଜା ।ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜା ଦଶହରା ପର୍ୟ୍ୟନ୍ତ ପାଳନ କରାଯିବ ।ଆଜି ହେଉଛି ପୂଜାର ଚତୁର୍ଥ ଦିନ । ଏହି ନବରାତ୍ରୀରେ ଦେବୀଙ୍କର ନଅ ଦିନର ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ମାଙ୍କର ୯ପ୍ରକାର ପୂଜାର ବ୍ରତ ରଖିଲେ, ମନଷ୍କାମନା ପୁରଣ ହୁଏ ବୋଲି ବଶ୍ୱାସ ରହିଛି । ଜୀବନରେ ସୁଖ […]

ଓଡିଶା କଳା ସଂସ୍କୃତି

ଶରତ କାଳୀନ ଦୁର୍ଗାପୂଜା ନବରାତ୍ରୀ ବ୍ରତର ଆଜି ତୃତୀୟ ଦିବସ । ଏହିଦିନ ଦୁର୍ଗାଙ୍କର ଚନ୍ଦ୍ରଘଂଟାଙ୍କ ସ୍ୱରୂପର ପୂଜା କରାଯାଏ ।

ଚାଲିଛି ମାଆଙ୍କ ନବରାତ୍ର ପୂଜା । ଆଜି ହେଉଛି ଏହି ପୂଜା ର ତୃତୀୟ ଦିନ। ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଦୁର୍ଗା ନବରାତ୍ରୀ କାଳରେ ବିଭିନ୍ନ ବେଶ ଧାରଣ କରନ୍ତି।ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ ।ନବରାତ୍ରର ଏହି ନଅଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପକୁ […]