ଓଡିଶା

ଗଜପତିରେ ଅନୁଷ୍ଠିତ ହେଉଛି ମାଆ ଶ୍ୟାମାକାଳୀଙ୍କ ପୂଜା…

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନେହେରୁ ଛକରେ ମାଆ ଶ୍ୟାମାକାଳୀ ପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜା ଦୀର୍ଘ ୪୬ ବର୍ଷ ହେଲା ଅନୁଷ୍ଠିତ ହେଉଥିବା ଜଣାପଡ଼ିଛି । ଏହି ପୂଜା ଦୀପାବଳିରୁ ଆରମ୍ଭ ହୋଇ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ହୋଇଥାଏ । ସହରର ଏକମାତ୍ର ସ୍ଥାନ ନେହେରୁ ଛକରେ ଏହି ପୂଜା ଧୁମଧାମରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି । ସନ୍ଧ୍ୟାରେ  ମାଆଙ୍କ ଆଳତୀ ଦର୍ଶନ ପାଇଁ […]