ମା’ ଶାରଳାଙ୍କ ମନ୍ଦିରରେ ଜାରି ହେଲା ନୂଆ ନିୟମ…
ଜଗତସିଂହପୁର : ପ୍ରସିଦ୍ଧ ଝଙ୍କଡ଼ ମା’ ଶାରଳାଙ୍କ ମନ୍ଦିରରେ ଜାରି ହୋଇଛି କେତେକ ନୂଆ ନିୟମ । ମା’ଙ୍କ ନୀତିକାନ୍ତିରେ ସଂସ୍କାର, ଯାତ୍ରୀଙ୍କ ସୁରକ୍ଷା, ପୀଠର ପବିତ୍ରତା ରକ୍ଷା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ନିୟମ ଗୁଡିକ ହେଲା:- * ମା’ ଶାରଳାଙ୍କ ମନ୍ଦିରକୁ ମୋବାଇଲ ନିଷେଧ * ମନ୍ଦିରରେ ମାଆଙ୍କ ବିଗ୍ରହର ଫଟୋ ଉଠାଇବା ନିଷେଧ * ବେଢା ମଧ୍ୟରେ […]