ଓଡିଶା କଳା ସଂସ୍କୃତି

ଆଜି ହେଉଛି ନବରାତ୍ରର ଚତୁର୍ଥ ଦିନ । ଏହିଦିନ ଦେବୀଙ୍କ ସ୍ବରୂପ ହେଉଛି କୁଷ୍ମାଣ୍ଡା

ନବରାତ୍ରି ପୂଜା ୪ର୍ଥ ଦିନର କୁଷ୍ମାଣ୍ଡାଙ୍କ ପୂଜା ।ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜା ଦଶହରା ପର୍ୟ୍ୟନ୍ତ ପାଳନ କରାଯିବ ।ଆଜି ହେଉଛି ପୂଜାର ଚତୁର୍ଥ ଦିନ । ଏହି ନବରାତ୍ରୀରେ ଦେବୀଙ୍କର ନଅ ଦିନର ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ମାଙ୍କର ୯ପ୍ରକାର ପୂଜାର ବ୍ରତ ରଖିଲେ, ମନଷ୍କାମନା ପୁରଣ ହୁଏ ବୋଲି ବଶ୍ୱାସ ରହିଛି । ଜୀବନରେ ସୁଖ […]

ଓଡିଶା କଳା ସଂସ୍କୃତି

ଶରତ କାଳୀନ ଦୁର୍ଗାପୂଜା ନବରାତ୍ରୀ ବ୍ରତର ଆଜି ତୃତୀୟ ଦିବସ । ଏହିଦିନ ଦୁର୍ଗାଙ୍କର ଚନ୍ଦ୍ରଘଂଟାଙ୍କ ସ୍ୱରୂପର ପୂଜା କରାଯାଏ ।

ଚାଲିଛି ମାଆଙ୍କ ନବରାତ୍ର ପୂଜା । ଆଜି ହେଉଛି ଏହି ପୂଜା ର ତୃତୀୟ ଦିନ। ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଦୁର୍ଗା ନବରାତ୍ରୀ କାଳରେ ବିଭିନ୍ନ ବେଶ ଧାରଣ କରନ୍ତି।ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ ।ନବରାତ୍ରର ଏହି ନଅଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପକୁ […]

ଓଡିଶା କଳା ସଂସ୍କୃତି

ଶରତକାଳୀନ ଦୁର୍ଗାପୂଜା ନବରାତ୍ରୀ ବ୍ରତର ଆଜି ଦ୍ଵିତୀୟ ଦିବସ । ଏହିଦିନ ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପର ପୂଜା କରାଯାଏ।

ନବରାତ୍ର ଦ୍ଵିତୀୟ ଦିନ ମା ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପର ପୂଜା କରାଯାଇଥାଏ। ମାଆ ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାରୀଣୀ ଭାବେ ଘୋର ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା କାରଣରୁ ତାଙ୍କ ନାମ ବ୍ରହ୍ମଚାରିଣୀ ହୋଇଥିଲା।ଏହା ପାର୍ବତୀଙ୍କର ଶିବଙ୍କୁ ପ୍ରାପ୍ତି ନିମନ୍ତେ ତପସ୍ୟା/ସାଧନାରତ ଅବସ୍ଥା । ବ୍ରହ୍ମଚର୍ଯ୍ୟର ସ୍ତର । ନାରୀର କୈଶୋର କାଳ । ଯେଉଁ ସମୟରେ ସେ ଶିକ୍ଷା ପ୍ରାପ୍ତି କରେ,ବିଦ୍ୟାର୍ଜନ […]