ଓଡିଶା

ଭାୟାବହ ଅଗ୍ନିକାଣ୍ଡରେ ଜଳିଗଲା ଏସିବି ନବ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସେଡ…

କଟକ : କଟକ ଜଗତପୁରରେ ଥିବା ନିର୍ମାଣ ସଂସ୍ଥା L&T ର ଶ୍ରମିକ ସେଡରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୮ ଟି କଣ୍ଟେନର ବିଶିଷ୍ଟ ସେଡ ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି । ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ ହଠାତ ଗୋଟିଏ କଣ୍ଟେନରରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ କ୍ୟାମ୍ପସରେ ଥିବା ଅନ୍ୟ କଣ୍ଟେନରକୁ ବ୍ୟାପି ଭୟାବହ ରୂପ ଧାରଣା କରିଥିଲା […]