ସମାଧି ନେଲା ଶାକାହାରୀ କୁମ୍ଭୀର ‘ବବିୟା’
ପ୍ରତିଦିନ କୁମ୍ଭୀରଟି ମନ୍ଦିର ବେଢ଼ାକୁ ଆସେ ଏବଂ ଭକ୍ତମାନେ ଯାହା ଦିଅନ୍ତି ଖାଇଦିଏ । କୁମ୍ଭୀରଟି ଚାଉଳ ଏବଂ ଗୁଡ଼ ଖାଇଥାଏ । ହିଂସ୍ର ଜୀବ ହେଲେ ମଧ୍ୟ ସେ ବେଶ୍ ଶାନ୍ତ ପ୍ରଭାବର ଥିଲା । ଏପରିକି ଅନେକ ବିଷେଶଜ୍ଞ ଏହାକୁ ମଗର ପ୍ରଜାତିର ବୋଲି ଜାଣିବା ପରେ ଏହା କିପରି ଶାକାହାରୀ ହୋଇପାରିବ ବୋଲି ଆଚମ୍ବିତ ହୁଅନ୍ତି । ଏହି ପ୍ରଜାତିର କୁମ୍ଭୀରମାନେ ମାଛ ଏବଂ ଅନ୍ୟ ଜୀବ ଖାଇଥାଆନ୍ତି । ତେଣୁ ବବିୟା […]