ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ସବୁ ସମସ୍ତେ ପ୍ରସ୍ତୁତ…
ଜଟଣୀ : ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଏକ ପ୍ରସ୍ତୁତି ବୈଠକ, କମିଶନରେଟ ପୋଲିସ ଡିସିପି ଭୁବନେଶ୍ୱରର ପ୍ରତୀକ ସିଂଙ୍କ ନେତୃତ୍ୱରେ ଜଟଣୀସ୍ଥିତ ଅଗ୍ରୱାଲ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜଟଣୀର ସମସ୍ତ ପ୍ରମୁଖ ପୂଜା କମିଟିର ସଭାପତି, ସମ୍ପାଦକ, ପୌର ଅଧ୍ୟକ୍ଷ ଅନନ୍ତ ବେହେରା ଓ ଜଟଣୀ ମୁନିସିପାଲିଟି କାଉନସିଲରଙ୍କ ସହ ପୋଲିସ, ଜିଲ୍ଲାର ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l ଚଳିତ ବର୍ଷ ଗଣେଶ […]