ଓଡିଶା କଳା ସଂସ୍କୃତି

ଭକ୍ତଙ୍କ ଉପରେ ରହିଛି ମା’ ରତ୍ନେଶ୍ୱରୀଙ୍କ ଅପାର କୃପା…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଏକ ଗଡ଼ଜାତ ଅଞ୍ଚଳ ହୋଇଥିବା ବେଳେ କାହିଁ କେଉଁ ଆବାହମାନ କାଳରୁ ହିନ୍ଦୋଳ ବସଷ୍ଟାଣ୍ଡଠାରୁ ମାତ୍ର ୨ କିଲୋମିଟର ଦୂର ସବୁଜ ବନାନୀ ମଧ୍ୟରେ ପୂଜା ପାଉଛନ୍ତି ହିନ୍ଦୋଳର ଅଧିଷ୍ଠାତ୍ରୀ ଦେବୀ ମା’ ରତ୍ନେଶ୍ୱରୀ । ମା’ଙ୍କର ଅପାର କୃପା ଲାଭ କରିବାକୁ ପ୍ରତ୍ୟେକ ଦିନ ଏଠାକୁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନଙ୍କ ସୁଅ ଛୁଟେ । ଯଦି କୌଣସି ଭକ୍ତ ଶ୍ରଦ୍ଧାରେ ମା’ ରତ୍ନେଶ୍ୱରୀଙ୍କୁ ସ୍ମରଣ କରେ ତେବେ […]

ଓଡିଶା କଳା ସଂସ୍କୃତି

ଶାରଦୀୟ ଆଗମନରେ ଖିଲି ଖିଲି ହୋଇ ନାଚି ଉଠୁଛି କାଶତଣ୍ଡୀ…

ସାଲେପୁର : ନିର୍ମଳ ଆକାଶରେ ଭସା ବାଦଲର ଛାୟାରେ ଖିଲି ଖିଲି ହୋଇ ହସୁଛି କାଶତଣ୍ଡୀ । ଦଦୁଲ୍ୟମାନ ଅବସ୍ଥାରେ କାଶତଣ୍ଡୀ ନାଚି ନାଚି ଶରତ ଋତୁ ସାଙ୍ଗରେ ଶାରଦୀୟ ସମ୍ଭାର ନେଇ ଆସିଛି । ଧରିତ୍ରୀ ମାତାର ବକ୍ଷକୁ ଧୋବଳ ଚାଦରରେ ଢାଙ୍କି ମା ଦଶଭୁଜା ଦୁର୍ଗାଙ୍କୁ ଆମନ୍ତ୍ରଣ କରିଥାଏ କାଶତଣ୍ଡି ରାଣୀ । କାଶତଣ୍ଡୀ ଫୁଲ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି l ଶରତ ଆସିଲେ ରାସ୍ତା କଡ଼ ନଈ ପଠାମାନଙ୍କରେ ଦେଖିବାକୁ ମିଳିଥାଏ […]

ଓଡିଶା

ୱେଲକମ୍ କଲିକତା ତୋରଣ ସହ ଭକ୍ତଙ୍କୁ ସ୍ବାଗତ କରିବ ପୁରୁଣା ଷ୍ଟେସନ ବଜାରରେ ସାର୍ବଜନୀନ ଦୁର୍ଗା ପୂଜା କମିଟି…

ଭୁବନେଶ୍ବର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ବରସ୍ଥିତ ପୁରୁଣା ଷ୍ଟେସନ ବଜାରରେ ସାର୍ବଜନୀନ ଦୁର୍ଗା ପୂଜା ଖୁବ୍ ଧୁମଧାମର ସହିତ ପାଳିନ ହେବ । ୧୯୫୫ ମସିହାରୁ ଆରମ୍ଭ ହୋଇଥିବା ପୂଜା ଚଳିତ ଥର ୱେଲକମ୍ କଲିକତା ତୋରଣ ପ୍ରସ୍ତୁତ କରିବାକୁ ଯାଉଛି । ଯାହାର ଦୈର୍ଘ୍ୟ ୧୫୪ ଫୁଟ୍ ଏବଂ ଉଚ୍ଚତା ୪୦ ଫୁଟ୍ ରହିବ । ଏଥରର ବିଶେଷ ଆକର୍ଷଣ ସମୁଦ୍ର ମଧ୍ୟରେ ବୁଡି ଯାଇଥିବା ଦ୍ବାରକା ନଗରୀ ଆଦୃତ କରାଯାଇଛି […]

ଓଡିଶା

ଇକୋ- ଫ୍ରେଣ୍ଡଲୀ ତୋରଣରେ ସୁସଜ୍ଜିତ ହେବ ସହିଦନଗର ପୂଜା ମଣ୍ଡପ…

ଭୁବନେଶ୍ବର : ଏଥର ଜମିବ ଜଗତ ଜନନୀ ମା ଦୁର୍ଗାଙ୍କ ପାର୍ବଣ ପର୍ବ । ଇକୋ- ଫ୍ରେଣ୍ଡଲୀ ତୋରଣରେ ସୁସଜ୍ଜିତ ହେବ ସହିଦନଗର ପୂଜା ମଣ୍ଡପ । କଲିକତା କାରିଗରଙ୍କୁ ନେଇ ପ୍ରସ୍ତୁତି ଜୋରଦାର ଚାଲୁଥିବା ଦେଖିବାକୁ ମିଳିଛି । ତେବେ ପାର୍ବଣକୁ ଦୃଷ୍ଟିରେ ରଖି ସହିଦନଗର ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀ କମିଟି ପକ୍ଷରୁ ଆୟୋଜିତ ହୋଇଯାଇଛି । ଏଥିରେ କମିଟିର ସଭାପତି, ଉପସଭାପତି, ଉପଦେଷ୍ଟା, […]

ଓଡିଶା

ଝାରପଡା ଦୁର୍ଗାପୂଜାର ବିଶେଷ ଆକର୍ଷଣ ୪୦ ଫୁଟ ଉଚ୍ଚର ରାବଣ…

ଭୁବନେଶ୍ବର : ଧୁମଧାମର ସହ ପାଳିତ ହେବ ଝାରପଡା ଦୁର୍ଗାପୂଜା ମଣ୍ଡପ । ଚଳିତଥର ପଶ୍ଚିମବଙ୍ଗର ପ୍ରଖ୍ୟାତ କାରିଗର ପ୍ରତାପ ଗିରିଙ୍କ ସହ ୫୦ ଜଣ ସହଯୋଗୀ କାରିଗର ଦେଢମାସ ଧରି ତୋରଣ ନିର୍ମାଣ ଦାୟିତ୍ବରେ ରହିଛନ୍ତି । ଏଥର ପରିକଳ୍ପିତ ଗୋଲ୍ଡେନ ପ୍ୟାଲେସ୍ ତୋରଣ ବିଶେଷ ଆକର୍ଷଣ ପାଲଟିବ । ଏଥିରେ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ରହିବ ଏବଂ ଭିତରେ ପଟେ ୪ଟି ପ୍ରସ୍ଥାନ ପଥ ରଖାଯାଇଛି । ଏହା […]

ଓଡିଶା

ପଵିତ୍ର ଶ୍ରୀ ଦୁର୍ଗା ଶୟନୋତ୍ସବ ଓ ଶ୍ରୀ ରାଧାଷ୍ଟମୀ ଅବସରରେ ଆରମ୍ଭ ହେଲା ମାଟି ଉଠାଣ କାର୍ଯ୍ୟକ୍ରମ…

ଜଗତସିଂହପୁର : ପଵିତ୍ର ଶ୍ରୀ ଦୁର୍ଗା ଶୟନୋତ୍ସବ ଓ ଶ୍ରୀ ରାଧାଷ୍ଟମୀ ଅବସରରେ ଜଗତସିଂହପୁର ସହରର ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ ମାଟି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାଆଡମ୍ବର ସହିତ ଦୂର୍ଗାପୂଜା ପାଳନ କରାଯିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସହରର ୨୩ ଟି ପୂଜା ମଣ୍ଡପ ପକ୍ଷରୁ ଜଗତସିଂହପୁରସ୍ଥିତ ଅଳକା ନଦୀ କୂଳରୁ ମାଟି ଉଠାଣ କରାଯିବା ସହିତ ପୂଜାର୍ଚ୍ଚନା କରାଯାଇଛି । ଏହି […]

ଓଡିଶା କଳା ସଂସ୍କୃତି

ଆଜି ଶାରଦୀୟ ଦୁର୍ଗାପୂଜା ବା ଶକ୍ତି ଉପାସନାର ପରିପୂର୍ଣ୍ଣ ପର୍ବ ଦଶହରା ।

ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ […]

ଓଡିଶା କଳା ସଂସ୍କୃତି

ଆଜି ନବରାତ୍ରିର ଅଷ୍ଟମ ଦିବସ। ଦେବୀ ଦୁର୍ଗା ମହାଗୌରୀ ରୂପରେ ହେବେ ଆରାଧିତା।

ଆଜି ମଣ୍ଡପରେ ମହାଷ୍ଟମୀ। ପରଦା ଭିତରେ ଚାଲିଛି ମାଆଙ୍କ ଆରାଧନା। ମନ୍ତ୍ର ଓ ଧ୍ୱନିରେ ପ୍ରକମ୍ପିତ ରାଜ୍ୟର ବିଭିନ୍ନ ଶକ୍ତିପୀଠ। ଶାରଦୀୟ ଦୁର୍ଗାପୂଜାର ଆଜି ଅଷ୍ଟମ ଦିନ। ମାଙ୍କର ଅଷ୍ଟମ ସ୍ଵରୂପ ହେଉଛି ମହାଗୌରୀ। ଭଗବାନ ଶିବଙ୍କ ସହ ତାଙ୍କର ଅର୍ଦ୍ଧାଙ୍ଗିନୀ ରୂପରେ ମହାଗୌରୀ ସର୍ବଦା ବିରାଜମାନ ରୁହନ୍ତି। ମାଙ୍କର ଶକ୍ତି ଅମୋଘ ଏବଂ ସଦ୍ୟ ଫଳଦାୟିନୀ ହୋଇଥାଏ। ପୁରାଣ ଅନୁସାରେ, ଦେବୀ ପାର୍ବତୀଙ୍କ ଜନ୍ମ ରାଜା ହିମାଳୟଙ୍କ ଘରେ ହୋଇଥିଲା। ମାତା ପାର୍ବତୀଙ୍କୁ ମାତ୍ର ୮ […]