ଆରମ୍ଭ ହେବାକୁ ଯାଉଛି ମଣିପାଲ ହସ୍ପିଟାଲର ଲିଭର କ୍ଲିନିକ୍…
ଭୁବନେଶ୍ବର: ଜୁଲାଇ ୧୫ରେ ମଣିପାଲ ହସ୍ପିଟାଲର ଲିଭର କ୍ଲିନିକ୍ ଆରମ୍ଭ ହେବାକୁ ଯାଉଛି । ଏହି ସ୍ୱତନ୍ତ୍ର କ୍ଲିନିକ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ଜିଆଇ ସର୍ଜରୀ ଏବଂ ଯକୃତ ପ୍ରତିରୋପଣ ବିଶେଷଜ୍ଞ ପ୍ରମୁଖ ରହିବେ । ଯକୃତ ରୋଗୀମାନେ ଡାକ୍ତରଙ୍କଠାରୁ ବିଶେଷଜ୍ଞ ପରାମର୍ଶ ଗ୍ରହଣ କରିବା ସହ ରୋଗର ନିରାକରଣ ଦିଗରେ ସୁବିଧା ପାଇବେ । ଏହି ଲିଭର କ୍ଲିନିକରେ ରୋଗୀମାନଙ୍କୁ ଡାକ୍ତରୀ ବିଶେଷଜ୍ଞ ଟିମଠାରୁ ସମ୍ପୂର୍ଣ୍ଣ ପରାମର୍ଶ ପାଇ ପାରିବେ । ଏଠାରେ ହେପାଟାଇଟିସ୍, ସିରୋସିସ୍, ଫ୍ୟାଟି ଲିଭର […]