ମଦ ଦୋକାନ ଉଚ୍ଛେଦ ଦାବିରେ ମହିଳାଙ୍କ ସତ୍ୟାଗ୍ରହ
ସାଲେପୁର: ସ୍ଥାନୀୟ ସପନପୁରରେ କଟକ ଚାନ୍ଦବାଲି ମୁଖ୍ୟ ସଡ଼କ କଡରେ ଏକ ନୂତନ ମଦଦୋକାନ ଖୋଲାଯିବାକୁ ପ୍ରତିବାଦ କରି ମଦ ଦୋକାନ ସମ୍ମୁଖରେ ଗଣ ସତ୍ୟାଗ୍ରହ ପ୍ରଦର୍ଶନ କରୁଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ମହିଳା । ମଦ ଦୋକାନ ହେବାଦ୍ବାରା ସ୍ଥାନୀୟ ଅଞ୍ଚଳରେ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବ ଏବଂ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ ଯୁବଗୋଷ୍ଠୀ । ଏ ନେଇ ସାଲେପୁର ବ୍ଲକ ଶିଶୁଆ ସପନପୁରର ଗ୍ରାମବାସୀ ତଥା ମହିଳାମାନେ ଏକତ୍ରିତ ହୋଇ ମଦମୁକ୍ତି ସତ୍ୟାଗ୍ରହରେ […]