ଦଶହରା ଉପହାର ଆଣିଛି ଚାନ୍ଦି ଭଣ୍ଡାର…
ଭୁବନେଶ୍ବର : ଦୀର୍ଘ ୧୦ ବର୍ଷର ମାଇଲଖୁଣ୍ଟ ପାର୍ କଲା ଓଡିଶାର ଅନ୍ୟତମ ଗହଣା ବ୍ରାଣ୍ଡ “ଚାନ୍ଦି ଭଣ୍ଡାର” । ଦଶମ ବାର୍ଷିକୀ ପାଳନ କରିବାକୁ ଯାଇ ଚାନ୍ଦି ଭଣ୍ଡାର ଆଣିଛି “ଆର୍ଯ୍ୟ” କଲେକ୍ସନ । କାଳଜୟୀ ଅକ୍ସିଡାଇଜ୍ଡ ରୁପା ଏବଂ ଚମକଯୁକ୍ତ ଅର୍ଦ୍ଧ-ମୂଲ୍ୟବାନ ରତ୍ନପଥରର ଆକର୍ଷଣୀୟ ମିଶ୍ରଣ ହେଉଛି ଏହି କଲେକ୍ସନ । ଏହି ଅବସରରେ ଚାନ୍ଦି ଭଣ୍ଡାରର ନିଦେ୍ର୍ଦଶିକା ଲିପସା ହଂସ କହିଛନ୍ତି ଯେ, ଆମକୁ ପ୍ରତିଦିନ ପ୍ରେରିତ କରୁଥିବା ଆଧୁନିକ ମହିଳାଙ୍କ ଅଦମ୍ୟ […]