ଓଡିଶା ବ୍ୟବସାୟ ଯ଼ୋଗାଯ଼ୋଗ

ଓଡିଶା ମାର୍କେଟରେ ପ୍ରବେଶ କଲା ଜେ.ଆର୍ ଏଲିଭେଟର୍ସ

(ବ୍ୟୁରୋ ରିପୋର୍ଟ): ହାଇଦ୍ରାବାଦସ୍ଥିତ ଜେ.ଆର୍. ଏଲିଭେଟର୍ସ ଏବେ ଓଡିଶା ମାର୍କେଟରେ ପ୍ରବେଶ କରିଛି । ଆଇଏସ୍ଓ ୯୦୦୧ ସାର୍ଟିଫିକେଟ୍ ହାସଲ କରିଥିବା ଏହି କଂପାନୀ ତାର ଗ୍ରାହକମାନଙ୍କୁ ସବୁବର୍ଗର ଲିଫ୍ଟ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । ୨୦୧୬ ମସିହାରେ ହାଇଦ୍ରାବାଦରେ ଏହି କଂପାନୀ ଆରମ୍ଭ ହୋଇଥିଲା । ମାତ୍ର ୮ ବର୍ଷ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଓଡିଶା, କର୍ଣ୍ଣାଟକ ଆଦି ରାଜ୍ୟରେ କଂପାନୀ ତାର ଭଲ କାମ କରିଛି । ଜେ.ଆର୍. […]