ମନୋରଞ୍ଜନ

ଦର୍ଶକଙ୍କୁ ୩ ଟି ଚଳଚ୍ଚିତ୍ର ଭେଟି ଦେବ ବ୍ଲିସ ଏଣ୍ଟରଟେନମେଣ୍ଟର

ଓଲିଉଡ଼ ଜଗତରେ ଏବେ ଏଣ୍ଟ୍ରି ମାରିଲା ବ୍ଲିସ ଏଣ୍ଟରଟେନମେଣ୍ଟ । ମନୋରଞ୍ଜନ ଦୁନିଆରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ l ଏହି ସଂସ୍ଥା ପକ୍ଷରୁ ଭୁବନେଶ୍ୱରର ସତ୍ୟବିହାରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ପ୍ରଯୋଜକ ସୁବାଷ ସାହୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି l ଉକ୍ତ ପ୍ରଯୋଜନା ସଂସ୍ଥା ପକ୍ଷରୁ ୩ ଟି ଚଳଚ୍ଚିତ୍ରର ନାମ ଘୋଷଣା କରାଯାଇଛି l ସୀମାନ୍ତ ଦାସଙ୍କ ରଚିତ କାହାଣୀ ‘ତୋ ଖୁସିରେ ମୋ ଖୁସି’ରେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ […]