ଓଡିଶା

ପିଲା ଚୋରି ରାକେଟକୁ ଦେଖି ଗାଁରେ କୋକୁଆ ଭୟ…

ଲକ୍ଷ୍ମୀପୁର, ୧୯/୩ : କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକରେ କିଛି ଦିନ ଧରି ପିଲା ଚୋରି ହେଉଥିବା ଏକ ଅଡ଼ିଓ ବାର୍ତା ସୋସିଆଲ ମିଡିଆରେ ଘୁରି ବୁଲୁଥିବା । ଏ ନେଇ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇ ଥିବାବେଳେ ଶନିବାର ବିଳମ୍ବିତ ରାତ୍ରରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ କିଛି ଅସାମାଜିକ ବା ପିଲା ଚୋରି ରାକେଟ କୁହାଯାଉଥିବା ତେଲୁଗୁ ଭାଷା କହୁଥିବା ପ୍ରାୟ ଛଅ/ସାତ ଜଣ ବ୍ୟକ୍ତି ବନ୍ଧୁଗାଁ ଥାନା ଅଧିନସ୍ଥ ସନପୋଲମଣ୍ଡା […]

ଓଡିଶା

ସରକାରୀ ଚାକିରୀ ଛାଡି ଜନସେବାରେ ଶିକ୍ଷକ …

ଲକ୍ଷ୍ମୀପୁର : ସବୁ କଳ୍ପନାଜଳ୍ପନା ଅନ୍ତ ଘଟାଇ ଶେଷରେ ଶିକ୍ଷକ ଚାକିରୀ ଛାଡ଼ିଲେ ବଡ଼ ନେର୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶଙ୍କର ସାଉଁନ୍ତା । ଜନସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ଶଙ୍କର ଶେଷରେ ଚାକିରୀ ଜୀବନରୁ ସ୍ବଇଚ୍ଛା ଅବସର ଗ୍ରହଣ କରିଛନ୍ତି । ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି, ବିଇଓ କୈଳାସ ଚନ୍ଦ୍ର ବେହେରାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ଏବିଇଓ ବିଭୁତି […]

ଓଡିଶା

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗସ୍ତରେ ଭି.କେ.ପାଣ୍ଡିଆନ୍…

ଲକ୍ଷ୍ମୀପୁର, ୧୦/୧ (ସଞ୍ଜୟ କୁମାର ପାଣି) : କୋରାପୁଟ ଜିଲ୍ଲା ଦିନିକିଆ ଗସ୍ତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ତଥା ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦବୋଧନ ଦେଇ ନିର୍ବାଚନର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଏହି ଅବସରରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିକାଶ ପରିଷଦ ପକ୍ଷରୁ […]

ଓଡିଶା

ମେକଡ଼ା ଗ୍ରାମରେ ଶ୍ରୀକୃଷ୍ଣ ନାମ ଯଜ୍ଞ ଅଷ୍ଟପ୍ରହରୀ ଅନୁଷ୍ଠିତ

ଲକ୍ଷ୍ମୀପୁର, ୨୬/୧୧ (ସଞ୍ଜୟ କୁମାର ପାଣି) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅଧିନସ୍ଥ ମେକଡ଼ା ଗ୍ରାମରେ କାର୍ତିକ ମାସ ଅବସରରେ ଶ୍ରୀକୃଷ୍ଣ ନାମ ଯଜ୍ଞ ଅଷ୍ଟପ୍ରହରୀ ଗ୍ରାମ କମିଟି ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀକୃଷ୍ଣ ଠାକୁରଙ୍କ ଫୋଟ ରଖି ପୂଜାର୍ଚ୍ଚନା କରାଯାଇ ବନ୍ଧୁଗାଁ ବ୍ଲକ ଆଖପାଖ ଅଂଚଳରୁ ନିମନ୍ତ୍ରଣ କରାଯାଇଥିବା ସଙ୍କୀର୍ତନ ମଣ୍ଡଳୀମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀକୃଷ୍ଣଙ୍କ ନାମ ଜପ କରାଯିବା ସହ ମୃଦଙ୍ଗର ତାଳେ ତାଳେ ଶ୍ରଦ୍ଧାଳୁମାନେ ନାଚ ଗୀତ କରିଥିଲେ […]

ଓଡିଶା

ଅଦିନିଆ ବର୍ଷାରେ ଧୋଇଗଲା ସାନ କେଲାର ଗ୍ରାମ ରାସ୍ତାର ପୋଲ…

କୋରାପୁଟ : ଅଦିନିଆ ବର୍ଷାରେ ଧୋଇଗଲା ସାନ କେଲାର ଗ୍ରାମ ରାସ୍ତାର ପୋଲ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁସୁମଗୁଡ଼ା ଗ୍ରାମ ପଞ୍ଚାୟତର ସାନ କେଲାର ଗ୍ରାମ ଦେଇଯାଇଥିବା ରାସ୍ତାର ଏକ ପୋଲ ଲଗାତର ବର୍ଷା କାରଣରୁ ଭୁଷୁଡ଼ି ଯାଇଛି । ଫଳରେ ଏହି ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି ।  ଏହି ପୋଲ ଉପରେ ସାନ କେଲାର, ଗୌଡ଼ କେଲାର, ଶୁଣ୍ଢି କେଲାର, ମହୁଲକଣା ଭଳି ପ୍ରାୟ ୨୦ ଟି […]

ଓଡିଶା

ଗ୍ରାମବାସୀଙ୍କ ପାଇଁ ଦାଉ ସାଧୁଛି ବକ୍ସାଇଟ ପରିବହନ । ବାୟୁମଣ୍ଡଳ ଦୂଷିତ ଯକ୍ଷ୍ମା ରୋଗର ପ୍ରମୁଖ କାରଣ…

କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପରିସରରେ ଆମ ପୋଲିସ ବୈଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳର ଯୁବବର୍ଗମାନେ ସେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଅବସରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଲକ୍ଷ୍ମୀପୁର ଏସଡ଼ିପିଓ ବିରଞ୍ଚି ନାରାୟଣ ଜଗତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆମ ପୋଲିସ ବୈଠକରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଅତିରିକ୍ତ ଏସପି ଭଳଭଦ୍ର ଦୀପ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର […]