ଓଡିଶା କଳା ସଂସ୍କୃତି

ଢେଙ୍କାନାଳରେ ଧୁମଧାମରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଧୁମଧାମରେ ପାଳିତ ହୋଇଛି ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା । ଚଳିତବର୍ଷ ୧୩ଟି ପୂଜା ଅନୁଷ୍ଠାନରେ ମା ଲକ୍ଷ୍ମୀଙ୍କ ଆବାହନ କରାଯାଉଥିବା ବେଳେ ଦଶଟି ମେଢ଼ ଭଷାଣିରେ ଯୋଗଦେବେ ବୋଲି ଜଣାପଡିଛି । ମା ଲକ୍ଷ୍ମୀଙ୍କ ପୂଜା ଅବସରରେ ଢେଙ୍କାନାଳର ଲୋକପ୍ରିୟ ସାଂସଦ ମହେଶ ସାହୁ ହିନ୍ଦୋଳ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ଶୁଭକାମନା ପାଇଁ ମାଆଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥର ହିନ୍ଦୋଳ ଏନଏସିର ୱାର୍ଡନଂ […]