କ୍ରୀଡା

ପୁଣି ଚମକିଲେ ନୀରଜ, ହାତେଇଲେ ଲାଉସେନ ଡାଇମଣ୍ଡ ଲିଗ୍‌ ଟାଇଟଲ…

ନୂଆଦିଲ୍ଲୀ : ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଖେଳାଳି ନୀରଜ ଚୋପ୍ରା ପୁଣି ଏକ ଡାଇମଣ୍ତ ଲିଗ୍‌ ଟାଇଟଲ ଜିତିଛନ୍ତି । ଜୁନ ୩୦ ଡାଇମଣ୍ଡ ଲିଗ୍ ୨୦୨୩ରେ ୮୭.୬୬ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଚଳିତ ସିଜିନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏପରି ସଫଳତା ହାସଲ କରିଛନ୍ତି ନୀରଜ । ଗତବର୍ଷ ଅଗଷ୍ଟରେ ହୋଇଥିବା ଲାଉସେନ ଡାଇମଣ୍ଡ ଲିଗ୍‌ ଟାଇଟଲ ମଧ୍ୟ ଜିତିଥିଲେ ନୀରଜ । ଆହତ ସମସ୍ୟା ଯୋଗୁଁ ମାସେ କାଳ […]