ଓଡିଶା

ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଏବଂ ଯୋଡ ହସ୍ତରେ ପ୍ରଣାମ କଲେ କବିସୂର୍ଯ୍ୟନଗର ବିଧାୟିକା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ହାଇସ୍କୁଲରେ ତିନି ଜଣ ବଦାନ୍ୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ପୂର୍ବତନ ବିଧାୟକ ସ୍ବର୍ଗତ ନାରାୟଣ ସାହୁ, ବିଦ୍ୟାଳୟର ପ୍ରତିଷ୍ଠାତା ଦଣ୍ଡପାଣି ସୁମନ୍ତରାୟ ଏବଂ ବଦାନ୍ୟ ବ୍ୟକ୍ତି ଭାସ୍କର ପାତ୍ରଙ୍କ ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା […]

ଓଡିଶା

ରାଣୀ ମା’ଙ୍କ ଜନ୍ମ ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

ବେଗୁନିଆପଡା : ଖଲିକୋଟ ରାଣୀସାହେବା ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ୮୬ ତମ ଜନ୍ମ ଦିବସ ଉପଲକ୍ଷେ ଏସ୍. ଛଚିନାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ରାଜ୍ୟ କାଜୁ ନିଗମ ଅଧକ୍ଷ ସୁବାସ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ […]

ଓଡିଶା

ଲତିକା ପ୍ରଧାନଙ୍କ ତତ୍ବାବଧାନରେ ଆୟୋଜିତ ହେଲା ରକ୍ତଦାନ ଶିବିର

ବେଗୁନିଆପଡା : ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ସାହେବା ଶ୍ରୀମତୀ ସୁଜ୍ଞାନ କୁମାରୀ ଦେଓଙ୍କ ୮୬ତମ ଜନ୍ମ ଦିବସ ଉପଲକ୍ଷେ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୨୪୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ବାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ରାଜ୍ୟ କାଜୁନିଗମ ଅଧ୍ୟକ୍ଷ ସୁବାଷ […]

ଓଡିଶା

୨୦୨୪ ରେ ପୁଣି ବିଧାୟିକା ହେବା ନେଇ ପ୍ରସ୍ତୁତି ଜୋରଦାର୍…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବଡଖଇରଖମା ପଞ୍ଚାୟତ ସରଧାପୁର ଗ୍ରାମରେ ବିଧାୟିକା ପହଞ୍ଚିବା ପରେ କର୍ମୀ ଓ ସମର୍ଥକମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ଏକ ପଟୁଆରରେ ଗ୍ରାମ ପରିକ୍ରମା କରାଇ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟକୁ ନେଇଯାଇଥିଲେ । ଏହି ଅବସରରେ କଲ୍ୟାଣ ମଣ୍ଡପ, ବ୍ରାହ୍ମଣ ସାହିରେ […]

ଓଡିଶା ଟ୍ରେଣ୍ଟିଂ

ଧସିଗଲା ଇନଡୋର ଷ୍ଟାଡିୟମ୍ । ରାଜ୍ୟର ବିକାଶ ଉପରେ ପ୍ରଶ୍ନ ?

କୋଦଳା : ରାଜ୍ୟର ବିକାଶ ହେଉଛି ନା ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ପକେଟ ଗରମ ହେଉଛି । ଲୋକଙ୍କୁ ବିକାଶର ଦ୍ୱାହି ଦେଉଛନ୍ତି ରାଜ୍ୟ ସରକାର । ହେଲେ ବିକାଶ ନାମରେ ହେଉଥିବା ଟେଣ୍ଡରକୁ ନିଜ ନିଜ ଭିତରେ ବାଣ୍ଟି କାମ ଉଠାଉଛନ୍ତି ବିଧାୟକଙ୍କ ସମ୍ପର୍କୀୟ । ନିମ୍ନମାନର କାମ କରି ତରବରିଆ ଭାବେ ବିଲ୍ କରି ନିଜର ପକେଟ ଗରମ କରୁଛନ୍ତି ଠିକାଦାର ଏବଂ ଯନ୍ତ୍ରୀ । ପିସି କାରବାରର ଏହି ଜ୍ୱଳନ୍ତ ଉଦାହରଣ […]

ଓଡିଶା

ଗୁପ୍ତେଶ୍ୱରଙ୍କ ବିଶ୍ବଶାନ୍ତି ମହାଯଜ୍ଞରେ ଯୋଗ ଦେଲେ ବିଧାୟିକା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ୍.ଛଚିନାସ୍ଥିତ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଏହି ଅବସରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉପସ୍ଥିତ ରହି ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଦୀର୍ଘ ୧୧ ଦିନବ୍ୟାପି ଅନୁଷ୍ଠିତ ହେଉଥିବା ଏହି ବିଶ୍ବଶାନ୍ତି ମହାଯଜ୍ଞରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଛି । ଏଥିପାଇଁ ସ୍ଥାନୀୟ ବେଗୁନିଆପଡା ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା […]

ଓଡିଶା

ନେତ୍ରୀ ହେବ ତ ଆମ କବିସୂର୍ଯ୍ୟନିଗର ବିଧାୟିକା ଲତିକା ମ୍ୟାଡମଙ୍କ ପରି ହୁଅ…

ଗଞ୍ଜାମ: ନେତ୍ରୀ ହେବ ତ ଆମ କବିସୂର୍ଯ୍ୟନିଗର ବିଧାୟିକା ଲତିକା ମ୍ୟାଡମଙ୍କ ପରି ହୁଅ । କାରଣ ସେ ହେଉଛନ୍ତି ଆମ ଅଞ୍ଚଳର ଆମ ପରିବାରର ସଦସ୍ୟା । ଆମର ସୁଖ ହେଉ ଅବା ଦୁଃଖ ସବୁବେଳେ ଆମ ସାଥିରେ ରୁହନ୍ତି ଆମ ଲତିକା ମ୍ୟାଡମ । ରାତି ହେଉ ଅବା ଦିନ ଯେତେବେଳେ ଆମର ଦରକାର ପଡେ ଆମ ଲତିକା ଦିଦି ଆମ ପାଖରେ ସବୁବେଳେ ଠିଆ ହୁଅନ୍ତି । ଏ ଦୃଶ୍ୟ ହେଉଛି ଗଞ୍ଜାମ […]

ଓଡିଶା

ସ୍ବର୍ଗତଃ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ କାଳିମେଘିରେ ରକ୍ତଦାନ ଶିବିର ଅନୁଷ୍ଠିତ

ଗଞ୍ଜାମ : ପ୍ରବାଦ ପୁରୁଷ ତଥା ମହାନ ଜନନାୟକ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ କାଳିମେଘି ପଞ୍ଚାୟତର କାଳିମେଘି ଜାଗିଲିପଦର ହାଇସ୍କୁଲରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରୀପାଠୀ ଓ ସମାଜସେବୀ ବିଶ୍ବାମିତ୍ର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି […]

ଓଡିଶା

ମଧୁବାବୁ ପେନସନ ଯୋଜନାରେ ୧୨୯ ଜଣଙ୍କୁ ଭତ୍ତା ବଣ୍ଟନ

ବେଗୁନିଆପଡା (ବାପୁନି କୁମାର ମାଲୁ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ବେଗୁନିଆପଡା ବ୍ଲକରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳରେ ପଟ୍ଟା ଓ ଭତ୍ତା ବଣ୍ଟନ କରାଯାଇଛି । ଆଇଜିଏନ୍ଓପି ଯୋଜନାରେ ୮୧ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ମଧୁବାବୁ ପେନସନ ଯୋଜନାରେ ୧୨୯ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ସେହିଭଳି କୋଦଳା ତହସିଲ ଅନ୍ତର୍ଗତ ମଠବ୍ରହ୍ମପୁର ରେଭିନ୍ୟୁ ସର୍କଲରେ ୧୦ ଜଣ, ସାଳବଣ ସର୍କଲରେ ୨୧ ଜଣ, ଘୋଡାପଡା […]

ଓଡିଶା

ଧାନମଣ୍ଡି ଶୁଭାରମ୍ଭକୁ ନେଇ ଚାରିଆଡେ ଚହଳ

ବେଗୁନିଆପଡା (ବାପୁନି କୁମାର ମାଲୁ): ଗୋଟିଏ ଦିନରେ ଗୋଟିଏ ମଣ୍ଡିର ଦୁଇ ଦୁଇଥର ଶୁଭାରମ୍ଭ ହୋଇଛି । ବିଧାୟିକା ମଣ୍ଡି ଶୁଭାରମ୍ଭ ଉତ୍ସବକୁ ଆସିବାରେ ବିଳମ୍ବ କରିବାରୁ ପ୍ରଥମେ ମଣ୍ଡି ଶୁଭାରମ୍ଭ କରିଥିଲେ ସମବାୟ ସମିତି ସଭାପତି ଏବଂ ଚାଷୀ ନେତା । ମାତ୍ର ପରମୂହୂର୍ତ୍ତରେ ବିଧାୟିକା ଆସିବାରୁ ଆନୁଷ୍ଠାନିକ ଭାବେ ପୁଣି ମଣ୍ଡି ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ସ୍ଥିତ ସେବା ସମବାୟ ସମିତିରେ ଦୁଇ ଦୁଇଥର […]