ଓଡିଶା

ମୋହନ ସରକାରକୁ ଦୋମୁହାଁ ସରକାର କହି ବର୍ଷିଲା ବିଜେଡି…

ବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ମୋହନ ସରକାର ନିର୍ବାଚନ ଇସ୍ତାହାର ଭୁଲି ଯାଇଛନ୍ତି । ବିଜେପି ସରକାରର କଥା ଗୋଟିଏ ଆଉ କାମ ଅଲଗା । ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଲଲିପପ ଦେଖାଉଛି ବିଜେପି । ଏହିଭଳି ଅଭିଯୋଗ କରି ମୋହନ ସରକାର ଉପରେ ବର୍ଷିଛି ବିଜେଡି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ବିଜେଡି ପକ୍ଷରୁ ଏ ନେଇ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କୁ ଉଦେଶ୍ୟରେ ପ୍ରଦାନ […]

ଓଡିଶା

ବେଗୁନିଆପଡା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କଲେ ବିଧାୟିକା…

ବେଗୁନିଆପଡା : ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ବୁରୁଝରୀଠାରୁ ପାଇକପଡା ରାସ୍ତାର ବଡଖଇରଖମା ନିକଟ ଖରଖରୀ ନାଳ ଉପରେ ସେତୁ ନିର୍ମାଣ, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଆନୁକୂଲ୍ୟରେ ନିର୍ମିତ ହେବାକୁ ଥିବା ଗିଲିଣ୍ଡାଠାରୁ ତାଳସର ଭାୟା ଅଙ୍ଗାରଗାଁ, କୁମାରୀପାରି, କେଶରପୁର, ଖିଡିଙ୍ଗି, ଭାବିନିପୁର ସଡ଼କ କାର୍ଯ୍ୟର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ତାଳସର ଗ୍ରାମରେ କଲ୍ୟାଣ ମଣ୍ଡପର ଭିତିପ୍ରସ୍ତର ସ୍ଥାପନ ମଧ୍ୟ […]

ଓଡିଶା

କବିସୂର୍ଯ୍ୟନଗରରୁ ଲଢିବେ କି ପ୍ରମୋଦ ?

ବେଗୁନିଆପଡା, ୧୯/୧୧(ବାପୁନି କୁମାର ମାଲୁ) : ୨୦୨୪ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କବିସୂର୍ଯ୍ୟନଗରରେ ରାଜନୈତିକ ପାଣିପାଗ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି । ଏଠାରେ ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ରହିଥିବାବେଳେ ସେଥିମଧ୍ୟରୁ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା ହେଉଛନ୍ତି ଅନ୍ୟତମ ଆଶାୟୀ । ଏଥିମଧ୍ୟରେ ସେ ବିଭିନ୍ନ ଗ୍ରାମ ପରିକ୍ରମା କରି ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ଏହି ଆଧାରରେ ତାଙ୍କର ୪୦ […]

ଓଡିଶା

ବେଗୁନିଆପଡା ପଦଯାତ୍ରାରେ ସାମିଲ ହେଲେ ବିଧାୟିକା

ଗଞ୍ଜାମ, ୧୫ ନଭେମ୍ବର : ବେଗୁନିଆପଡା ବ୍ଲକ ବିଜେଡି ପଦଯାତ୍ରାରେ ସାମିଲ ହେଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ବେଗୁନିଆପଡା ବ୍ଲକର ମର୍ଦକୋଟ, ବରିଡା, ଏସ୍. ଛଚିନା, ଚନ୍ଦନପୁର, ଘୋଡାପଡା, ମର୍ଦ୍ଧମେଖ ପଂଚାୟତରେ ବିଜେଡି ପଦଯାତ୍ରା କରିଥିବା ବେଳେ ବିଧାୟିକା ଲତିକା ପ୍ରଧାନ ଏଥିରେ ଯୋଗଦେଇ ବିଜେଡି ସରକାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଦଳକୁ କିଭଳି ଆହୁରି ସୁଦୃଢ କରାଯାଇପାରିବ ସେ […]

ଓଡିଶା

ଲତିକା ପ୍ରଧାନଙ୍କ ନେତୃତ୍ବରେ ଜନସମ୍ପର୍କ ପଦଯାତ୍ରା କରି ଲୋକଙ୍କ ନିକଟତର ହେଉଛନ୍ତି ନେତା…

ବେଗୁନିଆପଡା : ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଏ ନେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ବେଗୁନିଆପଡା ବ୍ଲକର ସାଙ୍କୁଡ଼ା ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜଗତେଶ୍ୱର ମନ୍ଦିର ଉନ୍ନତିକରଣ, ଓଁ ଶାନ୍ତି ପ୍ରାଥନା ଗୃହ, କୁମୁଟି କୋଠଘର, ଗୁଣ୍ଡିଚା ମନ୍ଦିରର ପୁନଃରୁଦ୍ଧାର, ଚଣ୍ଡପଲି କଲ୍ୟାଣ ମଣ୍ଡପ କାର୍ଯ୍ୟର ଶିଳାନ୍ୟାସ ସହ ସାଙ୍କୁଡ଼ାରେ ବ୍ୟୟାମଶାଳାର ଶୁଭ ଉଦଘାଟନ କରିଥିଲେ ବିଧାୟିକା […]

ଓଡିଶା

ବେଗୁନିଆପଡା ବ୍ଲକରେ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ମୁଖ୍ୟ ସଂଯୋଜିକାଙ୍କୁ ସମ୍ବର୍ଦ୍ଧନା…

ବେଗୁନିଆପଡା : ବିଜୁ ଶ୍ରମିକ ସାମୁଖ୍ୟରେ ସହବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ମୁଖ୍ୟ ସଂଯୋଜିକା ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ଜଣଙ୍କୁ ନିଯୁକ୍ତି ଦେଇଥିବା ବେଳେ ସେଥିମଧ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ରହିଛନ୍ତି । ଏ ନେଇ ବେଗୁନିଆପଡା ବ୍ଲକ ସଙ୍ଘ ତରଫରୁ ବ୍ଲକ ପରିସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା । ଏଥିରେ ବିଧାୟିକାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା […]

ଓଡିଶା

ତେଇଶି ବର୍ଷର ଶାସନ ପରେ ବି ରାଜ୍ୟରେ ମାଳ ମାଳ ଅଭିଯୋଗ…

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ଜିଲ୍ଲାପାଳ ଏଵଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆରକ୍ଷୀ ଅଧିକ୍ଷକ ଜଗନ ମୋହନ ମିନା ଏଵଂ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମ ଏଡ଼ିଏମ୍ ଜେନେରାଲ ରୀନା କୁମାରୀ ଖେସ ଏଵଂ ଏଡ଼ିଏମ୍ ପ୍ରିୟବ୍ରତ ସାହୁ ଯୋଗ ଦେଇ ଜନ ସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ମୁଖ୍ୟତଃ ଭତ୍ତା, ରାସନ କାର୍ଡ ଏଵଂ ଆବାସ ଯୋଜନା ସମ୍ବନ୍ଧୀୟ […]

ଓଡିଶା

ବିଧାୟିକାଙ୍କ ମହନୀୟତାକୁ ନେଇ ଏବେ ଗଞ୍ଜାମରେ ଚର୍ଚ୍ଚା…

ଗଞ୍ଜାମ : ବିଧାୟିକାଙ୍କ ମହନୀୟତାକୁ ନେଇ ଏବେ ଗଞ୍ଜାମରେ ଚର୍ଚ୍ଚା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ବିଧାୟିକା ହେବ ତ ଏମିତି ।  କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୌଣସି ଏକ କାମରେ ସୌରା ଛଚିନା ପଟୁ କୋଦଳା ଆଭିମୁଖେ ଯାଉଥିବା ସମୟରେ ବେଗୁନିଆପଡାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଜଣେ ଛାତ୍ରୀ ବେହୋସ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ବିଧାୟିକା ନିଜ ଗାଡିରେ ସଜ୍ଞାହୀନ ଛାତ୍ରୀକୁ କୋଦଳା ମେଡିକାଲକୁ ନେଇଯାଇଥିଲେ । ବେଗୁନିଆପଡାସ୍ଥିତ […]

ଓଡିଶା

ବେଗୁନିଆପଡାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମା ମଙ୍ଗଳା କଲ୍ୟାଣ ମଣ୍ଡପରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡ଼ା ବ୍ଳକ ଉଦ୍ୟାନ କୃଷି ବିଭାଗର ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଏଥିରେ ଜିଲ୍ଲା ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରତାପ ପଣ୍ଡା, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଆତ୍ମା ଅଧ୍ୟକ୍ଷ ବିଜୟ ପ୍ରଧାନ, […]

ଓଡିଶା

ସୋସିଆଲ ମିଡିଆରେ ସକ୍ରିୟ ହେଉଛି ବିଜେଡି…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସିର ରାମଚନ୍ଦ୍ରପୁରରେ ବିଜେଡିର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀସ୍ତରୀୟ ସୋସିଆଲ ମିଡିଆ ସେଲ୍ କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଏହି ସୋସିଆଲ ମିଡିଆ ଯୋଗୁଁ ସରକାରଙ୍କ ସମସ୍ତ ଯୋଜନା ସାଧାରଣ ଜନତାଙ୍କ ନିକଟରେ ସହଜରେ ପହଞ୍ଚାଯାଇପାରିବ । ଏହାସହ ଜନସାଧାରଣ ସେମାନଙ୍କ ଅଭାବ ଅସୁବିଧା ଏହାଦ୍ବାରା କମେଣ୍ଟ ବକ୍ସରେ ଜଣାଇପାରିବେ । କୋଦଳା ଏନ୍ଏସିର ୧୧ ନମ୍ବର ୱାର୍ଡକୁ ସ୍ୱାଭିମାନ ୱାର୍ଡ ନାମକରଣ […]