ଓଡିଶା

ଲର୍କା ଧାନମଣ୍ଡି ଶୁଭ ଉଦଘାଟନ…

ନୂଆପଡା, ୨୯/୧୧ (କୀର୍ତି ଚନ୍ଦ୍ର ନାଗ) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ କରଙ୍ଗାମାଲ ସମବାୟ ସମିତି ପକ୍ଷରୁ ମାଁ ଦ୍ବାର ଶନି ସ୍ବଂୟ ସହାୟକ ଗୋଷ୍ଠୀ କାମପୁରଠାରେ ଲର୍କା ଧାନମଣ୍ଡି ଶୁଭ ଉଦଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଲର୍କା ଗ୍ରାମପଂଚାୟତ ସରପଂଚ ଜୟଶ୍ରୀ ପଟେଲ ଏହାର ଶୁଭ ଉଦଘାଟନ କରିଥିଲେ । ମାଁ ଦ୍ବାର ଶନି ସ୍ବଂୟ ସହାୟକ ଗୋଷ୍ଠୀ ସଭାନେତ୍ରୀ ତେଜମତୀ ପଟେଲ ମଂଚ ପରିଚାଳନା କରିଥିଲେ । ଏହି ଉଦଘାଟନ […]