ଓଡିଶା

କଳାହାଣ୍ଡି ଦେଖିବ କୋଟିପତି ରାଣୀ ବନାମ ଆଦିବାସୀ ମହିଳାଙ୍କ ଲଢେଇ, ସେପଟେ ରେସରେ ଅଛନ୍ତି ବରିଷ୍ଠ ନେତା…

ଧର୍ମଗଡ, ୯/୫ : କଳାହାଣ୍ଡିରେ ନିର୍ବାଚନ ତାତି ଦିନକୁ ଦିନ ବଢି ବଢ଼ି ଚାଲିଥିବା ବେଳେ ଆଉ କେଇଟା ଦିନ ପରେ ନିର୍ବାଚନର ମହାନ୍ ପର୍ବରେ ନିଜର ପ୍ରତିନିଧିତ୍ୱଙ୍କୁ ଦିଲ୍ଲୀ ଦରବାରକୁ ପଠାଇବା ପାଇଁ ଜନତା ପ୍ରସ୍ତୁତ ହେଉଛନ୍ତି । କଳାହାଣ୍ଡି ଲୋକସଭା ମଣ୍ଡଳୀ ଏକ ଚର୍ଚ୍ଚିତ ଲୋକସଭା ମଣ୍ଡଳୀ ଭାବେ ନିଜର ପରିଚୟ ବହନ କରି ଆସିଛି । ବିଗତ ଦିନରେ ଏହି ନିର୍ବାଚନ ମଣ୍ଡଳୀରୁ ଅନେକ ନେତା ଦିଲ୍ଲୀ ଦରବାରରେ କଳାହାଣ୍ଡିର ପ୍ରତିନିଧିତ୍ୱ କରିଛନ୍ତି […]