‘Paid Period Leave’ ଡକ୍ୟୁମେଣ୍ଟରୀର ଟିଜର ଲଞ୍ଚ
ନୂଆପଡ଼ା, (ଫ୍ରିଟୁସ୍ପିକ୍/ କୀର୍ତ୍ତି ଚନ୍ଦ୍ର ନାଗ) : ଅନ୍ତର୍ଜାତୀୟ ଶ୍ରମ ଦିବସ ଅବସରରେ, ଓଡିଶାର ସମ୍ମାନିତ ଶ୍ରମ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ଦ୍ୱାରା ଆପେକ୍ଷିତ ଡକ୍ୟୁମେଣ୍ଟରୀ ଚଳଚ୍ଚିତ୍ର ‘Paid Period Leave’ର ଟିଜର ଲଞ୍ଚ କରାଯାଇଅଛି । ଏହି ଡକ୍ୟୁମେଣ୍ଟରୀ ଏକ ଯୁବ ପରିବର୍ତ୍ତନ ସାଧକ, ରଂଜିତା ପ୍ରିୟଦର୍ଶିନୀଙ୍କ ଭୂମିକା ଉପରେ ଆଧାରିତ, ଯେଉଁଠି ଲିଙ୍ଗ ସମାନତା ଏବଂ ଋତୁମତୀ ବିଶ୍ରାମ ନୀତି ଉପରେ ସ୍ୱର ଉଠାଇଛନ୍ତି । ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ […]