ଓଡିଶା ବ୍ୟବସାୟ

କ୍ରୁତି କଫିର “କିନ୍ଦିରିଗୁଡା ନାଚୁରାଲ୍ସ”କୁ ଭାରତର ଏକ ନମ୍ବର ନାଚୁରାଲ୍ କଫି ମାନ୍ୟତା…

ଭୁବନେଶ୍ବର : ଜାତୀୟ ସ୍ତରରେ ସମ୍ମାନିତ ହେଲା କ୍ରୁତି କଫିର “କିନ୍ଦିରିଗୁଡା ନାଚୁରାଲ୍ସ” । ଓଡିଶାର ଏକ କଫି ଭାରତର ଶ୍ରେଷ୍ଠ ନାଚୁରାଲ୍ସ କଫି ଭାବରେ ବାଙ୍ଗାଲୁରରେ ଅନୁଷ୍ଠିତ ୫ମ ବିଶ୍ବ କଫି ସମ୍ମିଳନୀରେ ସମ୍ମାନିତ ହୋଇଛି । “କିନ୍ଦିରିଗୁଡା ନାଚୁରାଲ୍ସ” ହେଉଛି ଏକ କଫି ଏବଂ ଏହା ଭାରତର  ସ୍ପେସିଆଲିଟି କଫି ବ୍ରାଣ୍ଡ ଯାହାକି ଓଡ଼ିଶାର କ୍ରୁତି କଫି ଦ୍ୱାରା ବିକଶିତ ହୋଇଛି । ଏହା ଭାରତର ଏକ ଦ୍ରୁତ ବିକଶିତ କଫି ବ୍ରାଣ୍ଡ ବୋଲି […]