କେରାଣ୍ଡି ଗ୍ରାମରେ ଜହ୍ନି ଓଷା ପାଳନ…
ଗଜପତି, (ଏଫ୍ଟୁଏସ୍/ ବିବେକାନନନ୍ଦ ବେହେରା) : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର କେରାଣ୍ଡି ଗ୍ରାମରେ ଜହ୍ନିଓଷା ପାଳନ କରାଯାଇଛି । ଏହି ପୂଜା ଇନ୍ଦ୍ରପୂର୍ଣ୍ଣିମାଠାରୁ ଆରମ୍ଭ କରି କୁମାର ପୂର୍ଣ୍ଣିମାରେ ଶେଷ କରାଯାଏ । ଲୌକିକ କଥା ରହିଛି ଜହ୍ନି ଓଷା କଲେ ନିଜର ମନ କାମନା ପୂର୍ଣ୍ଣ ହେବା ସହ ଜର ରୋଗରୁ ମୁକ୍ତ ହୋଇଥାଏ । ନିଜ ପରିବାରର ମଙ୍ଗଳ ହୋଇଥାଏ । କୁମାରୀମାନେ ତୁଳସୀ ଗଛ ମୂଳରେ ଲିପା […]