ଓଡିଶା

ନୃତାଙ୍ଗ ସରପଞ୍ଚ ରମାକାନ୍ତ ବରାଳଙ୍କ ପରଲୋକ

କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୁର୍ବତନ ଅଧକ୍ଷ ସ୍ବର୍ଗତଃ କୁଳମଣୀ ବରାଳଙ୍କ ସୁପୁତ୍ର ତଥା ନୃତାଙ୍ଗ ପଞ୍ଚାୟତର ସରପଞ୍ଚ ରମାକାନ୍ତ ବରାଳଙ୍କ ପରଲୋକ ହୋଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏହି ଖବର ଜଣାପଡିବା ପରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ରମାକାନ୍ତଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶତାଧିକ ଲୋକ ତଥା ରମାକାନ୍ତଙ୍କ ଶୁଭେଚ୍ଛୁ ତାଙ୍କ ବାସଭବନରେ ପହଞ୍ଚି […]

ଓଡିଶା

ବର୍ଷ ଆରମ୍ଭରୁ ରକ୍ତ ରଞ୍ଜିତ ହୋଇଥିଲା ମାହାଙ୍ଗା ମାଟି…

ମାହାଙ୍ଗା ଡବଲ ମର୍ଡର ଘଟଣାକୁ ପୂରିଲା ଏକ ବର୍ଷ । ଆଜିକୁ ଠିକ ଏକ ବର୍ଷ ତଳେ ବର୍ଷ ଆରମ୍ଭରୁ ରକ୍ତ ରଞ୍ଜିତ ହୋଇଥିଲା ମାହାଙ୍ଗା ମାଟି । ଜାନୁଆରୀ ୨ତାରିଖ, ୨୦୨୧ ମସିହା ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବରିଷ୍ଠ ବିଜେପି ନେତା ତଥା ମାହାଙ୍ଗାର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ବାପି ବିଶ୍ବାଳ, ମାହାଙ୍ଗା […]