ଓଡିଶା

୧୨ ତାରିଖରୁ ଭୁବନେଶ୍ୱରରେ ‘କୃଷି ଓଡିଶା – ୨୦୨୪’…

ଭୁବନେଶ୍ୱର, ୧୦/୧ (ଅଭିଜିତ୍ ସିଂ) : ଓଡିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତକରଣ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ ‘କୃଷି ଓଡିଶା – ୨୦୨୪’ । ଚଳିତ ବର୍ଷ କୃଷି ଓଡିଶାର ବିଷୟବସ୍ତୁ ରହିଛି ‘କୃଷି ପ୍ରଗତିରେ ମହିଳା’ । ଏଥିରେ ରାଜ୍ୟରେ କୃଷି, ଉଦ୍ୟାନ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମସô୍ୟ ଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ରହିଥିବା ହତ୍ ନିବେଶର ସୁଯୋଗୁଡିକୁ […]