ଓଡିଶା

ପୋଲିସ ପଞ୍ଝାରେ କୁକ୍ଷାତ ଅପରାଧୀ ଟୁନା ହରିଜନ

କୋଟପାଡ଼: କୋଟପାଡ଼ ପୋଲିସକୁ ବଡ ସଫଳତା । ପୋଲିସ ପଞ୍ଝାରେ କୁକ୍ଷାତ ଅପରାଧୀ ଟୁନା ହରିଜନ । କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲାରେ ଜଡିତ ଥିଲା ଟୁନା ହରିଜନ । ଦୀର୍ଘଦିନ ଧରି ଟୁନାକୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରୁଥିଲା । ଶେଷରେ ନବରଙ୍ଗପୁର ଜିଲ୍ଲାର ମୈଦଲପୁର ଅଞ୍ଚଳରୁ ଟୁନାକୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ । ଟୁନା ସହ […]

ଓଡିଶା

ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତର ଘରର ଛାତ ଭାଙ୍ଗିବା ସହ ଆସବାବାପତ୍ରରେ ନିଆଁ ଲଗାଇଲେ ଗ୍ରାମବାସୀ

ଜଘନ୍ୟ ହତ୍ୟାକାଣ୍ଡ ପରେ ଜେଲରେ ଅଛି ଅଭିଯୁକ୍ତ । ଗାଁକୁ ଅଭିଯୁକ୍ତର ସମ୍ପର୍କୀୟ ଆସୁଥିବା ଖବର ପାଇ ତାତିଲେ ଗାଁର ଶତାଧିକ ମହିଳା ଏବଂ ପୁରୁଷ । ସମସ୍ତେ ମିଳିମିଶି ଅଭିଯୁକ୍ତଙ୍କ ଘରର ଛାତ ଭାଙ୍ଗିବା ସହ ବାଇକ, ସାଇକେଲ, ଟିଭି, ଖଟ ଓ ଅନେକ ଆସବାବା ପତ୍ର ଏବଂ କାଗଜପତ୍ରରେ ନିଆଁ ଲଗାଇଦେଲେ । ଏହା ସହ ଘଟଣା ବାବଦରେ ପୂର୍ବରୁ ସମ୍ୟକ୍ ଭୁଲ୍ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ଘଟଣାକୁ ନେଇ ଗ୍ରାମବାସୀ ନିଜର […]