ଓଡିଶା

ହାଟ ରହିଛି ହେଲେ ସୁବିଧା ନାହିଁ…

କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ପ୍ରତ୍ୟେକ ମଙ୍ଗଳବାର ଦିନ ଲାଗେ ସାପ୍ତାହିକ ହାଟ । ଏହି ହାଟ ଉପରେ ଛତିଶଗଡ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀ ଆସି ବଜାର ଲଗେଇଥାନ୍ତି । କହିବାକୁ ଗଲେ, କୋଟପାଡ଼ ସପ୍ତାହିକ ହାଟରେ ବହୁତ ଜନ ଗହଳି ଦେଖିବାକୁ ମିଳେ । କିନ୍ତୁ ବିଡମ୍ବନାର ବିଷୟ କୋଟପାଡ଼ ହାଟପଦା ଉପରେ ପଡୁନି ପ୍ରଶାସନର ନଜର । ଫଳରେ ତାହାର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ସୁଧୁରିବାର […]