ଓଡିଶା

ସିଦ୍ଧାର୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

କୋଟପାଡ଼, ୧୨/୨୪ (ସୁନୀଲ ଦାଶ) : କୋଟପାଡ଼ ସ୍ଥିତ ସିଦ୍ଧାର୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥି ଭାବେ ଶ୍ରୀମତି ପଦ୍ମିନୀ ଦିଆନ, ମୁଖ୍ୟ ବକ୍ତା ଭାବେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋଟପାଡ଼ ଏନ୍ଏସି ଅଧ୍ୟକ୍ଷ ଶ୍ରୀ ଏମ ଶଙ୍କର ରାଓ, […]

ଓଡିଶା

୨୨ କେଜି ଗଞ୍ଜେଇ ସହ ଯୁବକ ଗିରଫ…

କୋରାପୁଟ, ୨୬/୧୨ (ସୁନୀଲ ଦାଶ) : ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକକୁ କାବୁ କଲା କୋଟପାଡ଼ ପୋଲିସ । ଘଟଣାରେ ଯୁବକକୁ ଗିରଫ କରାଯିବା ସହିତ ତା ନିକଟରୁ ଏକ ସ୍କୁଟି ଗାଡିନଂ -CG17KV3213 ଏବଂ ୨୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲା ସୋମ କୁମାର ନାଗ, ପିତା ଗୁଡ଼ୁଲୁ ନାଗ । ଯୁବକ ଜଣକ ଛତିଶଗଡ ରାଜ୍ୟର ଜଗଦଳପୁରର ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏ […]

ଓଡିଶା

ଘରୋଇ ଅତ୍ୟାଚାର ଏବଂ ବାଲ୍ୟ ବିବାହକୁ ନେଇ ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ…

କୋଟପାଡ, ୦୯/୧୨ (ସୁନୀଲ ଦାଶ) : କୋଟପାଡ଼ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ନିକଟରେ ରହିଥିବା ମିଶନ ଶକ୍ତିଗୃହଠାରେ ଅନ୍ଧ ବିଶ୍ୱାସକୁ କେନ୍ଦ୍ରକରି ନାରୀ ଉପରେ ଘରୋଇ ଅତ୍ୟାଚାର ଏବଂ ବାଲ୍ୟ ବିବାହକୁ ରୋକିବା ପାଇଁ ଏକ ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଊଝଡଙ ଶ୍ରୀମତୀ ଅନ୍ନପୂର୍ଣ୍ଣା କୁଣ୍ଡୁ, ବାଲ୍ୟ ବିବାହ ସଂଯୋଜକ ଶ୍ରୀ ପ୍ରସନ୍ନ ମିଶ୍ର, କୋଟପାଡ଼ ମହିଳା ଓ ଶିଶୁ୍ୱିକାଶ ଅଧିକାରୀ ଶ୍ରୀମତୀ ସୁମିତା ଦେବୀ […]

ଓଡିଶା

ପଂଚଭୂତରେ ଲୀନ ହେଲେ ପୂର୍ବତନ ଯବାନ ଏନ୍. ମନମତ ରାଓ; ପ୍ରଶାସନ ପକ୍ଷରୁ ଯବାନଙ୍କୁ ମିଳିଲାନି ଶେଷ ସମ୍ମାନ…

କୋଟପାଡ଼, ୨/୧୨ (ସୁନୀଲ ଦାଶ) : ଆରପାରିକୁ ଚାଲିଗଲେ ପୂର୍ବତନ ସୈନିକ ଏନ୍. ମନମତ ରାଓ । ସେ ଭାରତୀୟ ସ୍ଥଳସେନାର ଜଣେ ଟ୍ୟାଙ୍କ ଡ୍ରାଇଭର ସିପାହୀ (ASP) ଅର୍ଥାତ ଇଣ୍ଡିଆନ ଆରମି ସପ୍ଲାୟ କୋର ୟୁନିଟରେ ଗରୁତ୍ୱପୂର୍ଣ୍ଣ ଭୂମିକା ଗହଣ କରୁଥିଲେ । ୧୯୬୨ ମସିହା ଓ ୧୯୭୧ ମସିହା ଯୁଦ୍ଧରେ ଭାରତୀୟ ସେନା ପାଇଁ ନିଜ ସେବା ସମର୍ପଣ ଏବଂ ଭାରତ ମାଁ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଏହି ମୁଖ୍ୟ ୨ […]

ଓଡିଶା

ରାଜ୍ୟ ସରକାରଙ୍କ ଉପରେ ଗର୍ଜୁଛି ବିଜେପି

କୋଟପାଡ, ୨୨/୧୧ (ସୁନୀଲ ଦାଶ) : ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ ଜାରି ରହିଛି । ଦୁର୍ନୀତି ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ଆଜି ବି ସାରା ରାଜ୍ୟରେ ଗର୍ଜୁଛି ବିଜେପି । ବ୍ଲକ୍ ଏବଂ ଏନଏସି କାର୍ଯ୍ୟାଳୟ ଆଗରେ ଦଳୀୟ କର୍ମୀଙ୍କ ସହ ହଲ୍ଲାବୋଲ କରି ରାଜ୍ୟ ସରକାରଙ୍କ ଅପାରଗତାର ପୋଲ୍ ଖୋଲିଛି ବିଜେପି । ରାଜ୍ୟରେ ବେକାରୀ, ଦୁର୍ନୀତି, ପିସି କାରବାର ଓ ଆଇନଶୃଙ୍ଖଳା ବିରୋଧରେ ସାରା ରାଜ୍ୟରେ ଗର୍ଜୁଛନ୍ତି ବିଜେପି ନେତା ଓ କର୍ମୀ […]

ଓଡିଶା ଦେଶ ବିଦେଶ

ଇସ୍ରୋ ଚେୟାରମ୍ୟାନ୍ ଡ଼ଃ ସୋମନାଥ ଚନ୍ଦ୍ରଯାନ ୩ ଟ୍ରାଅମ୍ଫ କାର୍ଯ୍ୟକ୍ରମରେ କୋଟପାଡ଼ର ଅମୁଜୁରୀ ବିଶ୍ୱନାଥଙ୍କ ଉକୃଷ୍ଟ କାର୍ଯ୍ୟକୁ ପ୍ରଶଂସା

କୋରାପୁଟ, ୧୮/୧୧ (ସୁନୀଲ କୁମାର ଦାଶ) : ଦେଶର ଏକାଦଶ ରାଷ୍ଟ୍ରପତି ମିସାଇଲ୍ ମ୍ୟାନ୍ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୯୨ତମ ଜନ୍ମ ବାର୍ଷିକୀରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସହଯୋଗରେ ଡକ୍ଟର ଏପିଜେ ଅବଦୁଲ କଲାମ ଇଂଟରନ୍ୟାସନାଲ ଫାଉଣ୍ଡେସନ ହାଉସ ଅଫ୍ କାଲାମ ଦ୍ୱାରା “ଚନ୍ଦ୍ରୟାନ ୩ ଟ୍ରାଅମ୍ଫ : ପ୍ରେରଣାଦାୟକ ଉଜ୍ଜ୍ୱଳ ମନ” କାର୍ଯ୍ୟକ୍ରମ ତାମିଲନାଡୁର ରମେଶ୍ୱରମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇସ୍ରୋ […]

ଓଡିଶା

ମଂଚ ଉପରେ ଢେମସା ନୃତ୍ୟ କଲେ କୋଟପାଡ ବିଧାୟିକା…

କୋରାପୁଟ, ୧୫ ନଭେମ୍ବର : କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେଉଁଭଳି ସମସ୍ତଙ୍କୁ ଆକର୍ଷିତ କରିଥାଏ ସେହିଭଳି ଏଠାକାର ଲୋକ ନୃତ୍ୟ, କଳା, ସଂସ୍କୃତି ଏବଂ ହସ୍ତତନ୍ତ ଆଜି ବିଶ୍ୱଦରବାରରେ ଓଡିଶା ରାଜ୍ୟକୁ ଗୌରବାନ୍ୱିତ କରିଆସୁଛି । ଏଠାକାର ଆଦିବାସୀ କଳା ଏବଂ ସଂସ୍କୃତିକୁ ପୁନର୍ଜୀବିତ କରିବା ସହ ଏହାର ପ୍ରଚାରପ୍ରସାର ପାଇଁ ରାଜ୍ୟସରକାର ୧୯୯୬ ମସିହାରୁ ଆଦିବାସୀ ଲୋକ ମହୋତ୍ସବ ପରବର ଶୁଭାରମ୍ଭ କରିଥିଲେ । ପ୍ରତ୍ୟକ […]

ଓଡିଶା

ଏସ୍ଏଚଜି ମହିଳାଙ୍କ ଅଭିଜ୍ଞତାକୁ ନେଇ ପ୍ରଶ୍ନ !

କୋରାପୁଟ : ଗଣମାଧ୍ୟମର ଚତୁର୍ଥସ୍ତମ୍ଭ ଭାବେ ତଥା ଜନତାଙ୍କ ସ୍ବାର୍ଥ ଏବଂ ପୁରାତନ ଐତିହ୍ୟର ପୁନରୁଦ୍ଧାର ନିମନ୍ତେ ଆମେ ଐତିହାସିକ ଦମୟନ୍ତୀ ସାଗର ଏବଂ ଦେବନା ମୁଣ୍ଡା ପୁନରୁଦ୍ଧାର ପ୍ରସଙ୍ଗ ବାବଦରେ ଖବର ପ୍ରସାରଣ କରିଥିଲୁ । ପ୍ରଶାସନିକସ୍ତରରେ ଅବହେଳା ତଥା ରାଜନୈତିକସ୍ତରରେ ଆନ୍ତରିକତାର ଅଭାବ ବିଷୟରେ ବାରମ୍ବାର ଖବର ପ୍ରସାରଣ କରି ଆମେ ଐତିହ୍ୟର ପୁନରୁଦ୍ଧାର ପ୍ରସଙ୍ଗ ଉଠାଇଥିଲୁ । ଯାହାର ଫଳସ୍ୱରୂପ ଦମୟନ୍ତୀ ସାଗର ଏବଂ ଦେବନମୁଣ୍ଡା ପୋଖରୀର କାୟାକଳ୍ପ ପରିବର୍ତ୍ତନ ହେବାକୁ ଯାଉଛି […]

ଓଡିଶା

ଦୁର୍ନୀତିକୁ ବିରୋଧ କରିଵା ପାଇଁ କରାଯାଉଛି ସଚେତନ…

କୋଟପାଡ଼ : ଦୁର୍ନୀତି ନିବାରଣ ସଚେତନ ସପ୍ତାହ -୨୦୨୩ ଅବସରରେ କୋଟପାଡ଼ ବ୍ଲକ ସଭାଗୃହରେ ଦୁର୍ନୀତି ନିବାରଣ ସଚେତନତା ସଭା ଆୟୋଜିତ ହୋଇଯାଇଛି l ଏହି ସଭାରେ ଦୁର୍ନୀତିକୁ କିଭଳି ବିରୋଧ କରିଵା ଏବଂ ରାଷ୍ଟ୍ର ପ୍ରତି କିପରି ସମର୍ପିତ ରହିବା ସେ ଦିଗରେ ସଚେତନତା ବାର୍ତ୍ତା ଦିଆଯାଇଥିଲା l ପ୍ରଥମେ କୋଟପାଡ଼ ଗାନ୍ଧୀ ଛକସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହି ସଭାଯାତ୍ରରେ ଅଙ୍ଗନବାଡି କର୍ମୀ, […]

ଓଡିଶା କଳା ସଂସ୍କୃତି

ଦଶହରାରେ ଘୋଡ଼ା ଆରୋହଣ କରି ବୁଲନ୍ତି ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଉଲି ମାଁ…

କୋଟପାଡ଼ : ରୀତିନୀତି ଅନୁଯାୟୀ ପୂଜା ପାଉଛନ୍ତି କୋଟପାଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଁ ମାଉଲି । କୋଟପାଡ଼ରେ ରାଜାରାଜୁଡା ସମୟରୁ ସ୍ଥାପିତ ହୋଇ ରହିଛି ପ୍ରତ୍ୟେକ୍ଷ ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଁ ମାଉଲିଙ୍କ ଶକ୍ତିପୀଠ । ବିଶେଷ କରି ଦଶହରା ସମୟରେ ଏହି ପୀଠରେ ଦୂର ଦୁରାନ୍ତରରୁ ହୋଇଥାଏ ଭକ୍ତଙ୍କ ସମାଗମ l ଭକ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି କରୁଣାମୟୀ ମାଉଲି ମାଁ l କେଉଁ ଆବାହନ କାଳରୁ […]