ଲୋକଙ୍କ ପାଇଁ କର୍ତ୍ତବ୍ୟ ସମ୍ପାଦନ କରି ପୁଣି ଆମେ ଗର୍ବିତ…
କୋଟପlଡ଼ ରେଞ୍ଜ ବନ ବିଭାଗରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରି ଦୀର୍ଘ ବର୍ଷ ଧରି ଶ୍ରମିକ ନିଜର ପ୍ରାପ୍ୟରୁ ବଞ୍ଚିତ ଥିଲେ । ଏହି ଦୁର୍ନୀତିର ଖବର ଫ୍ରିଟୁସ୍ପିକରେ ପ୍ରସାରଣ କରି ଆମେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଇଥିଲୁ । ତେବେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛନ୍ତି ଜିଲ୍ଲା ପ୍ରଶାସନ । କୋରାପୁଟ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାର ଗମ୍ଭୀରତାକୁ ଅନୁଧ୍ୟାନ କରି ୬୦ ଜଣ […]