ଓଡିଶା

ନିଜେ ସଚେତନ ହେଲେ ସାଇବର ଠକେଇରୁ ନିବୃତ୍ତ ରହିପାରିବା

କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ମହାବିଦ୍ୟାଳୟରେ ସାଇବର ଠକେଇ ପ୍ରତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନ୍ୟାସନାଲ ଲିଗାଲ ଲିଟ୍ରେସି ମିଶନ ଓ ରାଜ୍ୟ ତାଲୁକ ଆଇନ ପ୍ରାଧିକରଣ ସେବା ସଙ୍ଘ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଏସ୍.ଡି.ଜେ.ଏମ୍ ଦିଲ୍ଲୀପ ବାରିକ, ଏସ୍.ଡି.ପି.ଓ ମଧୁସିକ୍ତl ମିଶ୍ର, ବିଜ୍ଞlପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରା, କୋଟପାଡ଼ ଓକିଲ ସଙ୍ଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ, ଶଙ୍କର […]