ଓଡିଶା

ଫଳକ ମୋହରେ ବାୟା… ଆଗ ବିଧାୟକ ନା ଆଗ ସାଂସଦ ?

କୋରାପୁଟ : ଉଦଘାଟନ ପୂର୍ବରୁ ଭାଙ୍ଗିଲା ନାମଫଳକ । ଏପଟେ ପ୍ରତିବାଦରେ ବିଧାୟକଙ୍କ ଗାଡିକୁ ଅଣ୍ଡା ମାଡ । ଘଟଣାରେ ଥାନାରେ ଅଟକ ରହିଲେ କଂଗ୍ରେସ କର୍ମୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ନୂତନ ପଞ୍ଚାୟତ ସମିତି ଗୃହ ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ଦେଖିବାକୁ ମିଳିଛି ଏହି ହାଇଡ୍ରାମା । ଏମପି ଆଗ ନା ଏମ୍ଏଲ୍ଏ ଆଗ ତାକୁ ନେଇ ଦେଖିବାକୁ ମିଳିଛି ରାଜନୈତିକ ତାତି । ସୂଚନା ଅନୁସାରେ ନୂତନ ପଞ୍ଚାୟତ ଗୃହ ନାମ […]

ଓଡିଶା

ଘରୁ ବାହାରିଲା କୋଟିଏ ଟଙ୍କାର ଗଞ୍ଜେଇ

କୋରାପୁଟ (ସୁନୀଲ ଦାଶ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଇରିଗେସନ କଲୋନୀରେ ଥିବା ଏକ ଘର ନିକଟରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଏବଂ ମାଉଜର ଜବତ କରିଛି ପୋଲିସ । ଉକ୍ତ ଘରେ ୬ ଜଣ ମାଫିଆ ରହିଥିବା ବେଳେ ସେମାନେ ଏକ ପିକଅପ ଗାଡିରେ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଉକ୍ତ ଘରେ ଚଢ଼ାଉ କରିଥିଲା । ତେବେ ପୋଲିସକୁ […]

ଓଡିଶା

ବିବାହ ପରେ କଲେ ପ୍ରେମ, ଶେଷରେ ଜୀବନ ହାରିଲେ ପ୍ରେମୀଯୁଗଳ…

କୋରାପୁଟ: ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛ ଡାଳରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗଛରେ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ । ଖବର ପାଇ ବୋରିଗୁମ୍ମା ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି । […]