ଓଡିଶା

ଅଦିନିଆ ବର୍ଷାରେ ଧୋଇଗଲା ସାନ କେଲାର ଗ୍ରାମ ରାସ୍ତାର ପୋଲ…

କୋରାପୁଟ : ଅଦିନିଆ ବର୍ଷାରେ ଧୋଇଗଲା ସାନ କେଲାର ଗ୍ରାମ ରାସ୍ତାର ପୋଲ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁସୁମଗୁଡ଼ା ଗ୍ରାମ ପଞ୍ଚାୟତର ସାନ କେଲାର ଗ୍ରାମ ଦେଇଯାଇଥିବା ରାସ୍ତାର ଏକ ପୋଲ ଲଗାତର ବର୍ଷା କାରଣରୁ ଭୁଷୁଡ଼ି ଯାଇଛି । ଫଳରେ ଏହି ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି ।  ଏହି ପୋଲ ଉପରେ ସାନ କେଲାର, ଗୌଡ଼ କେଲାର, ଶୁଣ୍ଢି କେଲାର, ମହୁଲକଣା ଭଳି ପ୍ରାୟ ୨୦ ଟି […]

ଓଡିଶା

ଚହଳ ପକାଇଛି ପଦୁଗୁଡା ଗାଁ ସମସ୍ୟା …

କୋରାପୁଟ : ସ୍ବାଧୀନତା ଦିବସରେ କୁନି କଳାକାର ସୋନାଲି ଦାସ ଆଣିଥିବା ଗାଁ ସମସ୍ୟାକୁ ଏବେ ଗୁରୁତର ସହ ନେଇଛନ୍ତି ଜିଲ୍ଲା ପ୍ରଶାସନ । କୁନି ସୋନାଲିର କେଇ ପଦ କଥାକୁ ଶୁଣି ସମସ୍ତେ ଖୁସି ହୋଇଥିଲେ । ହେଲେ ତା କଥାର ଗମ୍ଭୀରତାକୁ ନେଇ ସାରା ରାଜ୍ୟରେ ଚହଳ ପଡିଥିଲା । ଏହାପରେ ରାଜନୀତିକ ବୟାନବାଜି ପରେ ସ୍ଥିତି ପରଖିଛନ୍ତି ଜନ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ । ସାମାଜିକ ଗଣମାଧ୍ୟମରେ ସୋନାଲି ଦାସଙ୍କ ଭିଡିଓ […]

ଓଡିଶା

CCTV ଉପରେ ନଜର ରଖିବ କିଏ ? ଖତ ଖାଇବାକୁ ବସିଛି ଲକ୍ଷାଧିକ ଟଙ୍କାର ସିସିଟିଭି…

କୋରାପୁଟ : ନଜର ରଖିବା ଯନ୍ତ୍ର ଏବେ ନଜର ଆଢୁଆଳରେ । ଅଚଳ ହୋଇ ପଡିରହିଛି ସହରରେ ଲାଗିଥିବା CCTV କ୍ୟାମେରା । ରକ୍ଷଣାବେକ୍ଷଣା ଅଭାବରୁ ସିସି କ୍ୟାମେରା ଅଚଳ ହୋଇପଡିଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ଅପରାଧୀ । କୋରାପୁଟ ଜିଲ୍ଲାର ବିଭିନ୍ନ ସହରରେ ଅପରାଧିକ ଘଟଣା ଉପରେ ନଜର ରଖି ତା’ ଉପରେ ଅଙ୍କୁଶ ଲଗେଇବା ପାଇଁ  ପ୍ରଶାସନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଲଗାଯାଇଥିଲା CCTV କ୍ୟାମେରା । ଏହା ଅପରାଧ […]

ଓଡିଶା

ସିସିଟିଭିରେ କଏଦ ପୋଲିସର ଫେକ୍ ଏଭିଡେନ୍ସ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ବୋରିଗୁମ୍ମା: ପଦାରେ ପଡିଲା ଅବକାରୀ ବିଭାଗ ଓ ପୋଲିସର ଷଡଯନ୍ତ୍ର । ସିସିଟିଭି ଖୋଲି ଦେଲା ଏମାନଙ୍କ ଗୁମର । ଟାର୍ଗେଟ ପୂରଣ ପାଇଁ କିପରି ନିରୀହ ଲୋକକୁ ମଦ ବେପାରୀ ସଜେଇଥିଲା ପୋଲିସ ଓ ଅବକାରୀ ବିଭାଗ ଏହାର ସାଂଘାତିକ ସତ ସାମ୍ନାକୁ ଆସିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଜୁଝାରୀ ପଂଚାୟତ ଅନ୍ତର୍ଗତ ଲଦିଯୋଡି ଗାଁର ରଜନୀକାନ୍ତ ବିଷୋୟୀଙ୍କ ଘର ଭିତରକୁ ମଦ ଭର୍ତ୍ତି ରବର ଟ୍ୟୁବ ଫିଙ୍ଗି ମିଥ୍ୟା କେସରେ ତାଙ୍କୁ […]

ଓଡିଶା

କାଗଜ କଲମରେ ଲୁଟିନେଲେ ୧୪ ଲକ୍ଷ ଟଙ୍କା …

ରାଜ୍ୟରେ ଚାଲିଛି ଅନ୍ଧ ସରକାର ଶାସନ । ଜନତାଙ୍କୁ ଅଟ୍ଟହାସ୍ୟ କରୁଛି ଯୋଜନା । ତଳଠୁ ଉପର ସମସ୍ତ ଅଫିସର ଦୁର୍ନିତୀରେ ଲିପ୍ତ । ଗୋଟିଏ ସରକାର ଦୀର୍ଘ ସମୟ ଧରି ଶାସନ କରିବା ପରେ ଜନତାଙ୍କୁ ଲୁଟୁଛନ୍ତି ସରକାରୀ ଅଧିକାରୀ । ଏ କଥା ଆମେ କହୁନାହୁଁ । ଜନତାଙ୍କ ଆକ୍ରୋଶ ହିଁ ବୟାନ କରୁଛି ଜନତା ସରକାରୀ କଳ ପ୍ରତି କେତେ ଅସନ୍ତୁଷ୍ଟ ଅଛନ୍ତି ।କହିବା କଥା ହେଲା ସରକାର ଶ୍ରମିକଙ୍କୁ ନିଜ ରାଜ୍ୟରେ […]

ଓଡିଶା

ଏସସିବି ଗଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତ ରବିବାର ଦିନ କମଳା ପୂଜାରୀ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦିଲୀପ କୁମାର ବିଶ୍ଵାଳ କହିଛନ୍ତି । ସେ  କହିଛନ୍ତି ଯେ, କମଳା ପୂଜାରୀଙ୍କୁ ଝାଡ଼ା ଓ ଜ୍ୱର ହେଉଥିଲା । ଚିକିତ୍ସା ପରେ ତାଙ୍କର […]