ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲା ସନ୍ଦେହ
ନୂଆପଡ଼ା : ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲା ସନ୍ଦେହ । ସ୍ତ୍ରୀର ସନ୍ଦେହ ସ୍ବାମୀକୁ ସଜେଇଦେଲା ହତ୍ୟାକାରୀ । ପରକିଆ ପ୍ରୀତିକୁ କେନ୍ଦ୍ର କରି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି ନୂଆପଡା ଜିଲ୍ଲା କୋମନା ଥାନା କାଣ୍ଡେତରା ଗାଁରେ । କାଣ୍ଡେତରା ଗାଁର ନରହରୀ ଭୋଇ ନାମକ ଯୁବକ ଶ୍ରମିକ ଭାବେ କାମ କରନ୍ତି । କାମ କରିବା ସମୟରେ ସେ ଜଣେ ବଲାଙ୍ଗିର […]