ବନ ବିଭାଗକୁ ବଡ଼ ସଫଳତା ୨୦ କେଜି ସମ୍ବର ମାଂସ ଜବତ, ୨ ଗିରଫ
ନୂଆପଡା, ୨୨/୧୧ (କୀର୍ତି ଚନ୍ଦ୍ର ନାଗ) : ନୂଆପଡା ଜିଲ୍ଲା କୋମନା ବନବିଭାଗକୁ ମିଳିଛି ବଡ଼ ସଫଳତା । ୨୦ କେଜି ସମ୍ବର ମାଂସ ଜବତ ଓ ମାଂସ ଚାଲାଣ ହେଉଥିବା ଗୋଟିଏ ସୁପର୍ ଏକ୍ସସଲ ଗାଡ଼ି ସହ ୨ ଜଣ ଶିକାରୀ ଗିରଫ । ସୂଚନା ଅନୁସାରେ କୋମନା ଥାନା ଧରାଭଟା ଗାଁର ନେତୁ ଦୀପ (୩୦) ସ୍ଥାନୀୟ ଜଙ୍ଗଲରେ ଏକ ସମ୍ବର ମାରୀ ମାଂସକୁ ଘରେ ରଖିଥିବା ଖବର ବିଶେଷ ସୂତ୍ରରୁ କୋମନା ବନ […]