ଓଡିଶା

ଜନସମ୍ପର୍କରେ କୋଦଳା ଏନ୍ଏସିର ପୂର୍ବତନ ନଗରପାଳିକା ସୁନିତାପ୍ରଭା ସାହୁ । ବିଜେଡିର ସାଙ୍ଗଠନିକ ବୈଠକରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଦେଲେ ଉଦବୋଧନ…

ବେଗୁନିଆପଡା : ବିଜେଡିର ସାଙ୍ଗଠନିକ ବୈଠକରେ ଯୋଗ ଦେଲେ କୋଦଳା ଏନ୍ଏସିର ପୂର୍ବତନ ନଗରପାଳିକା ସୁନିତାପ୍ରଭା ସାହୁ । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । ଏ ନେଇ ଏବେଠାରୁ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଦୁଃଖସୁଖର ସାଥୀ ହେବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ପଞ୍ଚାୟତର ଅମରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି […]

ଓଡିଶା

ବେଗୁନିଆପଡାରେ ପୋଷଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା : ବେଗୁନିଆପଡା ସମନ୍ୱିତ ଶିଶୁ ଵିକାଶ ପ୍ରକଳ୍ପ ଅଧୀନରେ ଥିବା ବ୍ଲକର ୭ଟି ଅଙ୍ଗନୱାଡି ସେକ୍ଟର ଓ ବେଗୁନିଆପଡା ବ୍ଲକରେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ପୋଷଣ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ସପ୍ତାହ ଧରି ବିଭିନ୍ନ ସେକ୍ଟରରେ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା । ଅନ୍ତିମ ଦିବସରେ କୋଦଳା ଏନ୍ଏସି ଅଙ୍ଗନୱାଡି ସେକ୍ଟର, ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ଓ ବେଗୁନିଆପଡା ପଞ୍ଚାୟତ ପରିସରରେ ଏହି […]

ଓଡିଶା

ହରଙ୍କ ସ୍ବପ୍ନ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀକୁ ଏକ ସୁନାମଧନ୍ୟ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ କରିବା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ମର୍ଦ୍ଦକୋଟ କାଳୀ ମନ୍ଦିର ପରିସରରେ ବିଜୁ ଜନତା ଦଳର ଏକ ବନ୍ଧୁ ମିଳନ ଓ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ କର୍ମୀମାନଙ୍କ ମଧ୍ୟରେ ସୁସମ୍ପର୍କ ବଢ଼ାଇବା ନିମନ୍ତେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳାର ପୂର୍ବତନ ନଗରପାଳ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ହରପ୍ରସାଦ ସାହୁ, କୋଦଳା ନଗରପାଳିକା ସୁନୀତାପ୍ରଭା […]

ଓଡିଶା

ବାପା ଓ ଭାଇଙ୍କ ଅପରାଧିକ ସାମ୍ରାଜ୍ୟକୁ ଅନୁକରଣ କରିଛି ସୀତାରାମ…

କୋଦଳା : ରେଞ୍ଜର ବଙ୍ଗଳା ସାହି ସିରିଜ୍ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ନିକଟରୁ ଗୋଟିଏ ଖଣ୍ଡା ଏବଂ ୫ଟି ଅଫୁଟା ବୋମା ଜବତ କରିଛି ପୋଲିସ । ପୂର୍ବରୁ ବହୁ ଅପରାଧିକ ମାମଲାରେ ଜଡିତ ରହିଥିବା ସୂଚନା । ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ଅନ୍ତର୍ଗତ ବଙ୍ଗଲା ସାହିରେ ସିରିଜ୍ ବୋମା ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଦଳା ପୋଲିସ । ମୁଖ୍ୟ […]

ଓଡିଶା

କୋଦଳାରେ ପିଲାଙ୍କ ନିମନ୍ତେ ଓଜନ ଉତ୍ସବ ଅନୁଷ୍ଠିତ

କୋଦଳା : କୋଦଳା ବିଜ୍ଞାପିତ ଅଞ୍ଚଳରେ ଛୋଟ ଛୋଟ ପିଲାଙ୍କ ନିମନ୍ତେ ଓଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡି କେନ୍ଦ୍ର ୱାର୍ଡ଼ ନମ୍ୱର ୪, ୭, ୯ ଏବଂ ୧୦ରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ସୋମବାରରେ ଶେଷ ହୋଇଛି । କାଉନସିଲର ମନୋରଞ୍ଜନ ବେହେରା, ଜିତେନ୍ଦ୍ର ପ୍ରଧାନ, ସୁରୀୟାଂଶୁ ବେହେରାଙ୍କ ସମେତ ଅଙ୍ଗନବାଡି ୱାର୍କର ରଶ୍ମିତା ବେହେରା, ରଶ୍ମିତା ପଣ୍ଡା, ରନିତା […]

ଓଡିଶା

ପ୍ରଶାସନର ଲୋକଦେଖାଣିଆ ତତ୍ପରତାକୁ ନେଇ ପ୍ରଶ୍ନ… ଦୋଷୀକୁ ଛାଡି ସାଧାରଣ ଲୋକଙ୍କ ପଛରେ ପ୍ରଶାସନ…

ବେଗୁନିଆପଡା : ଇଟା ଭାଟି କରୁଛି କିଏ ଆଉ ଏହାର ଭରଣା ସହୁଛି କିଏ ? ଧନ୍ୟ ଆମ ପ୍ରଶାସନିକ ବ୍ୟବସ୍ଥା । ବେଆଇନ ଇଟା ଭାଟି କରିଥିବା ଲୋକଙ୍କ ପ୍ରତି ପ୍ରଶାସନ ଅହେତୁକ ଅନୁକମ୍ପା ଦେଖାଉଛି । ଆଉ ଚେକିଂ ଆଳରେ ଧରୁଛି ସାଧାରଣ ଲୋକଙ୍କୁ । ଘର ତିଆରି ପାଇଁ ରଖାଯାଇଥିବା ଇଟାର ରୟାଲଟି ଚେକ୍ କରି ବାଃ ବାଃ ନେବା ପାଇଁ ତତ୍ପର କୋଦଳା ତହସିଲଦାର । ପ୍ରକୃତ ଦୋଷୀ ପଛେ ଚୁଲିକି […]

ଓଡିଶା ଟ୍ରେଣ୍ଟିଂ

ଧସିଗଲା ଇନଡୋର ଷ୍ଟାଡିୟମ୍ । ରାଜ୍ୟର ବିକାଶ ଉପରେ ପ୍ରଶ୍ନ ?

କୋଦଳା : ରାଜ୍ୟର ବିକାଶ ହେଉଛି ନା ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ପକେଟ ଗରମ ହେଉଛି । ଲୋକଙ୍କୁ ବିକାଶର ଦ୍ୱାହି ଦେଉଛନ୍ତି ରାଜ୍ୟ ସରକାର । ହେଲେ ବିକାଶ ନାମରେ ହେଉଥିବା ଟେଣ୍ଡରକୁ ନିଜ ନିଜ ଭିତରେ ବାଣ୍ଟି କାମ ଉଠାଉଛନ୍ତି ବିଧାୟକଙ୍କ ସମ୍ପର୍କୀୟ । ନିମ୍ନମାନର କାମ କରି ତରବରିଆ ଭାବେ ବିଲ୍ କରି ନିଜର ପକେଟ ଗରମ କରୁଛନ୍ତି ଠିକାଦାର ଏବଂ ଯନ୍ତ୍ରୀ । ପିସି କାରବାରର ଏହି ଜ୍ୱଳନ୍ତ ଉଦାହରଣ […]

ଓଡିଶା

ବିଶ୍ବଶାନ୍ତି ମହାଯଜ୍ଞରେ ଯୋଗ ଦେଲେ ହର ଦମ୍ପତ୍ତି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ୍.ଛଚିନାରେ ଅନୁଷ୍ଠିତ ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗ ଦେଲେ ହର ଦମ୍ପତ୍ତି । ଗତ ୧୭ ତାରିଖରୁ ଏସ୍.ଛଚିନାସ୍ଥିତ ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ଏହି ମହାଯଜ୍ଞ ଚାଲିଥିବା ବେଳେ ଏଥିରେ ହର ଦମ୍ପତ୍ତି ତଥା କୋଦଳା ଏନ୍ଏସିର ୨ ପୂର୍ବତନ ନଗରପାଳ ଯୋଗ ଦେଇ ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହା ସହ ଅଞ୍ଚଳର କଲ୍ୟାଣ ନିମନ୍ତେ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ହର […]

ଓଡିଶା

ଦାବି ପୂରଣ ନ ହେଲେ ସମୂହ ଛୁଟିରେ ରହିବେ ସରକାରୀ କର୍ମଚାରୀ

ବେଗୁନିଆପଡା : ମିନିଷ୍ଟେରିଆଲ କର୍ମଚାରୀଙ୍କ ଦାବି ଏବେ ରାଜ୍ୟବ୍ୟାପୀ ବଢିବାରେ ଲାଗିଛି । ବେଗୁନିଆପଡା ପରେ ପରେ ଏବେ ଏହି ଦାବି କୋଦଳା ତହସିଲରେ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ମିନିଷ୍ଟେରିଆଲ କର୍ମଚାରୀଙ୍କୁ ଲେବୁଲ ୯କୁ ପ୍ରମୋସନ ପାଇଁ ଦାବି ନେଇ ସଙ୍ଘ ପକ୍ଷରୁ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରାଯାଇଛି । ୧୯୦୦ ଗ୍ରେଡ଼ପେ କୁ ୪୨୦୦ କୁ ବୃଦ୍ଧି କରିବା ପାଇଁ ଦାବି ନେଇ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କର୍ମଚାରୀ କଳାବ୍ୟାଚ୍ […]

ଓଡିଶା

କୋଦଳା ତହସିଲ ତରଫରୁ ପଟ୍ଟା-ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ପକ୍ଷରୁ ଦଣ୍ଡିସ୍ୱର ପ୍ରାଙ୍ଗଣରେ ଥିବା କଲ୍ୟାଣୀ ମଣ୍ଡପରେ ପ୍ରାୟ ୬୦୦ ଜଣ ହିତାଧିକାରୀକୁ ପଟ୍ଟା ବଣ୍ଟନ କରାଯାଇଛି । ଆୟୋଜିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଶୋଇ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ତହସିଲଦାର ସସ୍ମିତା ଶତପଥି, ବେଗୁନିଆପଡା ବ୍ଲକ ଚେୟାରମ୍ୟାନ ରେଣୁ ଗୌଡ଼ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ବିଧାୟିକା କହିଥିଲେ ଯେ, “ଏହି […]