ଓଡିଶା

ଲୋକଙ୍କ ହକ୍ ପାଇଁ ଦାବି ଉଠାଇଲା କୋଦଳା ୟୁଥ୍ ଫୋରମ୍ । ଅଘୋଷିତ ବିଦ୍ୟୁତ୍ କାଟ ବିରୋଧରେ ଅଭିଯୋଗ ।

କୋଦଳା(ବାପୁନି କୁମାର ମାଲୁ): ଟାଟା ପାୱାରର ଖାମଖିଆଲ ନୀତି ତଥା ଅଘୋଷିତ ବିଦ୍ୟୁତ୍ କାଟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ  ଲିଖିତ ଅଭିଯୋଗ କରିଛି କୋଦଳା ୟୁଥ୍ ଫୋରମ୍ । ଗ୍ରୀଷ୍ଣ ନ ଆସୁଣୁ ଅସହ୍ୟ ଗରମ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବାବେଳେ ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ କଲବଲ କରୁଛି । ଏ ନେଇ କୋଦଳା ୟୁଥ୍ ଫୋରମ୍ ପକ୍ଷରୁ ଏକ ଟିମ୍ ଟାଟା ପାୱାର କାର୍ଯ୍ୟାଳୟରେ ପହଞ୍ଚି ଆସିଷ୍ଟାଣ୍ଟ ମ୍ୟାନେଜର ଜି କିରଣ କୁମାରଙ୍କୁ ଏକ […]