ଓଡିଶା

ଫାଟିଗଲା ବୋମା, ଚାଲିଗଲା ଜଣଙ୍କ ଜୀବନ…

ବେଗୁନିଆପଡା : ଘରେ ତିଆରି ଚାଲିଥିଲା ବୋମା । ଆଉ ବୋମା ବିସ୍ଫୋରଣରେ ଚାଲିଗଲା ଜଣଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଗୁନିଆପଡାରେ । ମୃତକ ଜଣକ ହେଲେ ବେଗୁନିଆପଡା ଜଗତା ସାହିର ଜିତୁ ପ୍ରଧାନ । ସୂଚନା ଅନୁସାରେ, ଜିତୁ ଏକ ଘର ବୋମା ତିଆରି କରିବା ସମୟରେ ବୋମାଟି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ସମୟରେ ସେହି ଘରେ ନିର୍ମିତ ହୋଇଥିବା ଅନ୍ୟ ବୋମାଗୁଡିକରେ ନିଆଁ ଲାଗି ତାହା […]

ଓଡିଶା

ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କୋଦଳା ପୋଲିସ…

କୋଦଳା : କୋଦଳା ଥାନା ଅନ୍ତର୍ଗତ ଘଢକା କଞ୍ଚଣା ପଞ୍ଛାୟତରେ ଥିବା ଅର୍ଜୁନ ପଲିଟ୍ରି କୁକୁଡା ଫାର୍ମ କର୍ମଚାରୀ ଓ ମାଲିକଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବ ଘଟଣାରେ ପୋଲିସ ଦୁଇଜଣ ପେଶାଦାର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଗତ ଏପ୍ରିଲ ମାସ ୧୭ ତାରିଖରେ ଦୁର୍ବୁତ୍ତମାନେ ଫାର୍ମ ମାଲିକଙ୍କୁ ଫୋନ୍ ଯୋଗେ ଦାଦାବଟି ମାଗିଥିଲେ । ସେ ଚାନ୍ଦା ନ ଦେବାରୁ ଗତ ଏପ୍ରିଲ ୧୯ ତାରିଖରେ […]

ଓଡିଶା

ବାପା ଓ ଭାଇଙ୍କ ଅପରାଧିକ ସାମ୍ରାଜ୍ୟକୁ ଅନୁକରଣ କରିଛି ସୀତାରାମ…

କୋଦଳା : ରେଞ୍ଜର ବଙ୍ଗଳା ସାହି ସିରିଜ୍ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ନିକଟରୁ ଗୋଟିଏ ଖଣ୍ଡା ଏବଂ ୫ଟି ଅଫୁଟା ବୋମା ଜବତ କରିଛି ପୋଲିସ । ପୂର୍ବରୁ ବହୁ ଅପରାଧିକ ମାମଲାରେ ଜଡିତ ରହିଥିବା ସୂଚନା । ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ଅନ୍ତର୍ଗତ ବଙ୍ଗଲା ସାହିରେ ସିରିଜ୍ ବୋମା ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଦଳା ପୋଲିସ । ମୁଖ୍ୟ […]

ଓଡିଶା

୨୦୦ ଲିଟର ଚୋରା ମଦ ଜବତ, ୫ ଗିରଫ

କୋଦଳା (ବାପୁନି କୁମାର ମାଲୁ): କୋଦଳା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ । ଘଟଣା ସ୍ଥଳରୁ ଜବତ ହେଲା ୨୦୦ ଲିଟର ଚୋରା ମଦ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରେଞ୍ଜର ବଙ୍ଗଳା ସାହିରେ କୋଦଳା ପୋଲିସ ଓ ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଘଟଣା ସ୍ଥଳରୁ ତିନି ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଗିରଫ କରାଯିବା ସହ ୨୦୦ ଲିଟର ଚୋରା […]

ଓଡିଶା

ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦଫାଶ୍ କଲା ପୋଲିସ । ଘଟଣାରେ ସମ୍ପୃକ୍ତ ୨ ଲୁଟେରା ଏବେ ଜେଲର ଚାରି କାନ୍ଥରେ ବନ୍ଦ

ପୂର୍ବତନ ସେନା କର୍ମଚାରୀଙ୍କ ମୁଣ୍ଡକୁ ଆଘାତ କରି ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦଫାଶ୍ କରିଛି କୋଦଳା ପୋଲିସ । ଘଟଣାରେ ସମ୍ପୃକ୍ତ ୨ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲାର କୋଦଳା ପୋଲିସ । କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ବରେ ଘଟଣାର ଅନୁସନ୍ଧାନ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଉଭୟଙ୍କୁ ୬୪୬/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ । ଅପରପକ୍ଷେ ଫେରାର୍ […]

ଓଡିଶା

ମୁଁ ଥାନାରେ ରହିଥିବା ପର୍ଯ୍ୟନ୍ତ ଆପଣଙ୍କ ସେବାରେ ନିୟୋଜିତ: ଥାନାବାବୁ

କୋଦଳା ଥାନା ଅନ୍ତର୍ଗତ ନାଇକାଣିପଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ମିଥୁନ ଖୁଣ୍ଟିଆଙ୍କ ସଭାପତିତ୍ୱରେ କୋଦଳା ପୋଲିସର “ଆମ ପୋଲିସ ସମିତି” ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ଥାନାରେ ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଥାନା ଅଧିକାରୀ ଉମାକାନ୍ତ ସାହୁ ଉପସ୍ଥିତ ରହି ସମସ୍ତ ଗ୍ରାମବାସୀଙ୍କୁ ପ୍ରଣାମ ଜଣାଇବା ସହିତ, “ମୁଁ ଥାନାରେ ରହିଥିବା ପର୍ଯ୍ୟନ୍ତ ଆପଣଙ୍କ ସେବାରେ ନିୟୋଜିତ ବୋଲି ଉଦବୋଧନ ଦେଇଥିଲେ” । ଏପରିକି ଗ୍ରାମବାସୀଙ୍କୁ ବିଭିନ୍ନ ଦିଗପ୍ରତି ସଚେତନ […]