ଓଡିଶା

ଥାନା ଆଗରେ ନ୍ୟାୟ ପାଇଁ ଆତ୍ମହୁତି ଦେଲେ ବ୍ୟକ୍ତି

ଥାନାରୁ ନ୍ୟାୟ ମିଳିଲାନି ବୋଲି ଜନୈକ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ଦୀର୍ଘଦିନ ହେଲା କିଶନନଗର ଥାନାରେ ଅରାଜକତା ଲାଗି ରହିଥିବା ସହ ଲୋକେ ନ୍ୟାୟ ନପାଇ ଓଲଟା ମାମଲାରେ ଛନ୍ଦି ହେଉଥିଵା ଅଭିଯୋଗ ହୋଇଆସୁଥିଲା ।  ଏପରିକି ଵିଭାଗୀୟ ଉଚ୍ଚ କତୃପକ୍ଷ ନିରବଦ୍ରଷ୍ଟା ସାଜିଥିଵାରୁ ଆଜି ଜଣେ ବ୍ୟକ୍ତି ଥାନା ପରିସରରେ ଆତ୍ମହୁତି ଦେଵା ଭଳି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁସାରେ, […]