ଓଡିଶା

ସହାୟତା ବଂଟନ ଶିବିରରେ ସହାୟତା ରାଶି ବାଂଟିଲେ ଆଠମଲ୍ଲିକ ବିଧାୟକ…

ଆଠମଲ୍ଲିକ, ୧୬ ନଭେମ୍ବର : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ର, କିଶୋରନଗର ବ୍ଲକ ଅନ୍ତର୍ଗତ ଧଉରାପାଲି ପଂଚାୟତର ନୂତନ କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ସୌଜନ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ବୋର୍ଡ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍ଘାଟନ […]