ଜଗତସିଂହପୁରରେ କାର୍ଯ୍ୟ କରୁଛି ୧୨୦ ଟି ଗ୍ରାହକ ସେବା କେନ୍ଦ୍ର
ଜଗତସିଂହପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟର ସମସ୍ତ ପଂଚାୟତରେ ଗ୍ରାହକ ସେବା କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜଗତସିଂହପୁର ଜିଲ୍ଲାରେ ୧୨୦ଟି ଗ୍ରାହକ ସେବା କେନ୍ଦ୍ର କାର୍ଯ୍ୟ କରି ଆସୁଛି । ତେବେ ଆହୁରି ଅନେକ ପଂଚାୟତରେ ଏହି ଗ୍ରାହକ ସେବା କେନ୍ଦ୍ର ଖୋଲା ଯାଇ ନାହିଁ । ଏ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଜଗତସିଂହପୁର ଜିଲ୍ଲା କିଏସ୍କୋ ଅପରେଟର ଆସୋସିଏସନ ପକ୍ଷରୁ ସ୍ୱାଗତ କରାଯାଇଥିବାବେଳେ ଏଥିରେ କିଛିଟା ବ୍ୟତିକ୍ରମ […]