ଓଡିଶା ଟ୍ରେଣ୍ଟିଂ

ରାଜ୍ୟର ୫୭ଟି ଷ୍ଟେସନ ଅମୃତ ଭାରତ ଷ୍ଟେସନରେ ସାମିଲ

(ବ୍ୟୁରୋ ରିପୋର୍ଟ): ଚଳିତ ବଜେଟରେ ଓଡ଼ିଶାର ରେଳ ବିଭାଗକୁ ମିଳିଛି ୧୦ ହଜାର ୧୨ କୋଟି ଟଙ୍କା । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୧୦ବର୍ଷ ମଧ୍ୟରେ ଓଡ଼ିଶାକୁ ରେଳ ଅନୁଦାନ ୧୨ଗୁଣ ବୃଦ୍ଧି ପାଇଛି । ଏଥିରେ ୨୮୦ କିଲୋମିଟର ନୂତନ ରେଳପଥ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖିଛି ରେଳ ବିଭାଗ । ସେହିପରି ଖୋର୍ଦ୍ଧା ରୋଡ଼ ଡିଭିଜନର ୫୭ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ସାମିଲ କରାଯାଇଛି […]