ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ରୂପେ ପାଳନ କରୁଛି ଓଡିଶା ଡ୍ରାଇଭର ମହାସଂଘ…
ଜଟଣୀ : ଡ୍ରାଇଭର ଦିବସ ପାଳନ କରୁଛି ଓଡିଶା ଡ୍ରାଇଭର ମହାସଂଘ । ଏହି ପରିପ୍ରେକ୍ଷୀରେ ଜଟଣୀ ବ୍ଲକ ଡ୍ରାଇଭର ମହାସଂଘ ମଧ୍ୟ ଖୁବ୍ ଧୁମଧାମର ସହିତ ଡ୍ରାଇଭର ଦିବସ ପାଳନ କରିଛି । ଆଧୁନିକତା ସ୍ପର୍ଶରେ ଆମେ ପ୍ରତ୍ୟେକ ଦିନ କିଛି ନା କିଛି ଦିବସ ପାଳନ କରୁଥିବାବେଳେ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ରୂପେ ପାଳନ କରାଯିବାକୁ ନିଷ୍ପତ୍ତି ନେଇଥିଲା ଓଡିଶା ଡ୍ରାଇଭର ମହାସଂଘ । ଓଡିଶା ଡ୍ରାଇଭର ମହାସଂଘ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ […]