ଓଡିଶା

ମଇ ୧୯; ଜନତାଙ୍କ ପ୍ରଶ୍ନର ଉତ୍ତର ଦେବେ ପ୍ରାର୍ଥୀ…

ନୀଳଗିରି, ୦୮/୫ : ରେଲୱେ ଉପୋଭୋକ୍ତା ସମିତି ଆନୁକୁଲ୍ୟରେ ଯମୁନା ଛକରେ ମଇ ମାସ ଉଣେଇଶି ତାରିଖରେ ହେବ ଖୋଲା ମଞ୍ଚ । ରେଲୱେ ଉପଭୋକ୍ତା ସମିତିର ସଦସ୍ୟ ଅମରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଖୋଲା ମଞ୍ଚର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖୋଲା ମଞ୍ଚକୁ ନିମନ୍ତ୍ରିତ ହୋଇ ଆସୁଛନ୍ତି ବାଲେଶ୍ୱରର ଓ ମୟୁରଭଞ୍ଜ ଜିଲ୍ଲାର ସାଂସଦ ପ୍ରାର୍ଥୀ ଏବଂ ନୀଳଗିରି ବିଧାନସଭା ପ୍ରାର୍ଥୀ । ଉକ୍ତ ଖୋଲା ମଞ୍ଚରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ […]